ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌ ରୋଲରେ ନଜର ଆସିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହା ଜଣାଇନ୍ତି। ସେ ଏହି ଫିଲ୍ମର ଏକ ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି କମେଡି ଡ୍ରାମା ଫିଲ୍ମର ଏକ ସ୍ପେଶାଲ ପୋଷ୍ଟର ଅକ୍ଷୟ ଶେୟାର କରିଛନ୍ତି। ଏଥିରେ ଅକ୍ଷୟ, କରିନା, ଦିଲଜିତ ଓ କିୟାରା ନଜର ଆସିଛନ୍ତି। ଭାରତରେ ମାତ୍ର ୨୪ ଦିନ ମଧ୍ୟରେ ଏହି ଫିଲ୍ମ ୨ଶହ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ହଂକଂରେ ଏହା ଭଲ ବିଜନେସ୍‌ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା ନିର୍ଦ୍ଦେଶକ।


Enter your email to get our daily news in your inbox.

All Right Reserved By Dharitri.Com

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ...

ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪...

ଅଭିନେତା ହେବାକୁ ଚାହୁଁ ନ ଥିଲେ ଅଜୟ!

ମୁମ୍ବାଇ: ବଲିଉଡ ସିଂଘମ ଅର୍ଥାତ ଅଭିନେତା ଅଜୟ ଦେବଗନଙ୍କର ରବିବାର ହେଉଛି ଜନ୍ମଦିନ। ଅଜୟ ଦେବଗନ ବଲିଉଡରେ ଆକ୍ସନ, କମେଡି, ସିରିୟସ ପ୍ରାୟ ସବୁ ପ୍ରକାର...

ସଲମାନଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ଭିଣୋଇ

ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ...

ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା...

ଲୁକ୍‌କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମୌନୀ ରାୟ ଆଜିକାଲି ନିଜର ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ମୌନୀ କିଛି ଫଟୋ...

କେଟି ପେରୀଙ୍କୁ ଗୁପ୍‌ଚୁପ୍‌ ଖାଇବାକୁ ଦେବାକୁ ଚାହୁଁଛନ୍ତି ଜ୍ୟାକ୍‌ଲିନ

ମୁମ୍ବାଇ: ଇଣ୍ଟରନ୍ୟାଶନାଲ ପପ୍‌ ଷ୍ଟାର କେଟି ପେରୀ ଏବେ ଭାରତ ଆସିଛନ୍ତି। ଆସନ୍ତା ୧୬ରେ ଭାରତରେ ତାଙ୍କର ଶୋ’ ରହିଛି। ଏତିକି ବେଳେ ବଲିଉଡ୍‌ ନାୟିକା...

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି...

Advertisement
Archives

Model This Week