ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ନେଇ ପ୍ରସ୍ତୁତ ବଲିଉଡ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଦେଶକୁ ସୁସ୍ଥ ରଖିବାକୁ ମୋଦି ଏଥିରେ ବାର୍ତ୍ତା ଦେଇଛନ୍ତି। ତେବେ ମୋଦିଙ୍କର ଏହି ଫିଟ୍‌ନେସକୁ ନେଇ ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ଏକ ଭିଡିଓ ଶେୟାର କରିବା ସହ ଏହି କାର୍ଯ୍ୟକ୍ରମରେ ଯାଡି ହେବାକୁ ଅନୁରୋଧ କରିଛନ୍ତି। ଏହା ସହ ସେ ଲେଖିଛନ୍ତି ନିଃଶ୍ୱାସ ନେବା ଆମ ପାଇଁ ଯେତିକି ଜରୁରୀ ଫିଟ୍‌ ରହିବା ମଧ୍ୟ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସେତିକି ଜରୁରୀ। ଏହି ଭିଡିଓରେ ଶିଳ୍ପା ବିଭିନ୍ନ ଆସନ କରୁଥିବା ନଜର ଆସିଛି। ଶିଳ୍ପାଙ୍କ ଭଳି ଅଭିନେତ୍ରୀ ପାୟଲ ରୋହତଗି ମଧ୍ୟ ଏକ ଫିଟ୍‌ନେସ୍‌ ଭିଡିଓ ଶେୟାର କରିବା ସହ ସମସ୍ତଙ୍କୁ ଫିଟ୍‌ ରହିବାକୁ ଅନୁରୋଧ କରିଛନ୍ତି। ମୋଦିଙ୍କର ଏହି ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

କଳାକାରଙ୍କୁ ଶୋ’କୁ ଡାକି ବ୍ୟବସାୟ କରୁଥିଲେ କରଣ

ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ ବହୁତ ଲୋକପ୍ରିୟ। ଏହି ଶୋ’ ଅନେକଙ୍କ ପାଇଁ ବିବାଦ ସୃଷ୍ଟି କରିଛି। କଳାକାରମାନେ...

ଷ୍ଟାରକିଡ୍‌ଙ୍କ ସହ ଟେବୁଲ ଉପରେ ଚଢ଼ି ନାଚିଲେ ଭାଇଜାନ, ଫଟୋ ଭାଇରାଲ

ବଲିଉଡ୍‌ର ଷ୍ଟାରମାନେ ନୂଆବର୍ଷକୁ ଧୂମଧାମରେ ପାଳିଥିବା ବେଳେ ଏଥିରୁ ବି ବାଦ୍‌ ପଡ଼ିନାହାନ୍ତି ଭାଇଜାନ୍‌ ତଥା ସଲମାନ୍‌ ଖାଁ। ଷ୍ଟାର କିଡ୍‌ଙ୍କ ସହ ସେ ନୂଆବର୍ଷ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ଡରିବି ନାହିଁ କି ନଇଁବି ନାହିଁ, ରାଣୀ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅନୁସରଣ କରିବି‌: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କଙ୍କନା ସେପ୍ଟେମ୍ବର ୯ ଅର୍ଥାତ୍‌ ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।...

ନିଜଠାରୁ ୩ ବର୍ଷ ବଡ ନାୟିକାଙ୍କୁ ପ୍ରେମ କରୁଛନ୍ତି ଭିକ୍କି !

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଲଭ୍‌, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍‌। ଏବେ ଏମିତି ଏକ ଗସିପ୍‌ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

Coronavirus Update


Archives

Model This Week

Why Dharitri