Posted inଫୁରସତ

ପ୍ରେମିକାଙ୍କୁ ଏମିତି ଗିଫ୍ଟ ଦେଲେ ଯୁବକ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା ନିକଟରେ ପ୍ରେମ ପ୍ରକାଶ କରିବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମନ ଜିଣିବା ପାଇଁ ଏମିତି ଉପହାର ଦେଇଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବୁଥିବେ ଚକୋଲେଟ୍‌, ଦାମୀ ଗହଣା, ଡ୍ରେସ୍‌, ଗାଡ଼ି ଇତ୍ୟାଦି ଗିଫ୍ଟ କରିଥିବେ। କିନ୍ତୁ ନା ଏହି ଯୁବକ ଜଣକଙ୍କ ତାଙ୍କ ପ୍ରେମ ପ୍ରକାଶ କରିବା ପାଇଁ ସମୁଦ୍ରରୁ କିଛି ଅଂଶ କିଣି ପ୍ରେମିକାଙ୍କୁ ଦେଇଛନ୍ତି। ଯାହାର ମୂଲ୍ୟ ୬୮ ଲକ୍ଷ ୩୧ ହଜାର ଟଙ୍କା। ଏମିତି ଘଟଣା ଘଟିଛି ଚାଇନାରେ। ହୈଙ୍ଗ୍‌ ନାମକ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ପ୍ରେମିକାଙ୍କୁ ସମୁଦ୍ରରୁ କିଛି ଅଂଶ କିଣି ଦେଇଛନ୍ତି। ଯାହାର କ୍ଷେତ୍ରଫଳ ୨୧୦ ହେକ୍ଟର। ଏହି ଅଂଶଟି ଚାଇନାର ଶୈଂଡଙ୍ଗ୍‌ ନିକଟରେ ରହିଛି। ଏହି ଅଂଶଟି ମାଛଚାଷ କରିଥିବା ଏକ କମ୍ପାନୀର ଅଟେ। ଯୁବକ ଜଣକ ଏହାକୁ ଅନ୍‌ଲାଇନ୍‌ରେ କିଣିଥିଲେ। ଖୋଦ୍‌ ପ୍ରେମିକା ଜଣକ ସୋସିଆଲ ମିଡିଆରେ ଜଣାଇଛନ୍ତି ତାଙ୍କ ପ୍ରେମିକ ସମୁଦ୍ରରୁ କିଛି ଅଂଶ କିଣି ଦେଇଛନ୍ତି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ ଅଲିମ୍ପିକ୍ସ

୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ବରେଲୀରେ ହେଉଛି ଝୁମ୍‌କା ଛକ

ମେରା ସାୟା ଚଳଚ୍ଚିତ୍ରର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର ମୈ…’ ଗୀତଟି ସମସ୍ତେ ଶୁଣିଥିବେ। ଏଇ ଗୀତ ପାଇଁ ଦିନେ ବରେଲୀ ପ୍ରସିଦ୍ଧ ହୋଇଯାଇଥିଲା।...

୬୦୦ ବର୍ଷ ପୁରୁଣା ଦରଘାରେ ରହିଛି ଗାଈ ମଜାର

ଅଯୋଧ୍ୟା,୧୬।୨: ଦେଶରେ ମନ୍ଦିର -ମସଜିଦ୍‌ ନେଇ ବିବାଦ ଜାରି ରହିଛି। ତେବେ ଅଯୋଧ୍ୟାରେ ଏକ ୬୦୦ ବର୍ଷ ପୁରୁଣା ଦରଘାରେ ଏକ ଗାଈର ବଜାର ରହିଛି।...

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ...

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା...

ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ

ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ଘଟିଛି।...

ସାଧାରଣତନ୍ତ୍ର ଦିବସକୁ ନେଇ ମନ୍ତ୍ରୀଙ୍କ ଜ୍ଞାନ: ୧୯୮୫ରେ ଲାଗୁ ହୋଇଛି ଦେଶର ସମ୍ବିଧାନ

ପାଟନା,୨୬।୧: ଦେଶ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବିହାରର ଜଣେ ମନ୍ତ୍ରୀଙ୍କ ଜ୍ଞାନ ଏବେ ଚର୍ଚ୍ଚାକୁ ଆସିଛି। ବିହାର ବିଧାନସଭାରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *