Posted inଖେଳ

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ରିୟାଦ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ପ୍ରଥମଥର ପାଇଁ ଟିମ୍‌ ଏକାଦଶରେ ସ୍ଥାନ ପାଇଛନ୍ତି। ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରଦୂଷଣ ଯୋଗୁ ବାଂଲାଦେଶ ଖେଳାଳିମାନେ ମୁହଁ ମାସ୍କ ଲଗାଇ ଅଭ୍ୟାସ କରିଥିଲେ। ଏଥିପାଇଁ ମ୍ୟାଚଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହୋଇଥିଲା। ତେବେ ବିସିସିଆଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ହିଁ ମ୍ୟାଚ ଆୟୋଜନ ହେବ ବୋଲି ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ...

କଟକରେ ରେକର୍ଡ ଭାଙ୍ଗିପାରନ୍ତି ରୋହିତ

ଭୁବନେଶ୍ୱର,୨୦।୧୨- କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ...

ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର...

ହାମିଲଟନଙ୍କୁ ୭ମ ବିଶ୍ୱ ଟାଇଟଲ

ଫର୍ମୁଲାଓ୍ବାନ ମୋଟରରେସିଂ * ମାଇକେଲ ସୁମାକରଙ୍କ ସମକକ୍ଷ * ଚଳିତ ସିଜନରେ ୧୦ ଗ୍ରାଁ ପ୍ରି ବିଜୟ * ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ...

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ...

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଲେ କୋହଲି

ଓଭାଲ,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚୌକା ଲଗାଇ ଖାତା ଖୋଲିଛନ୍ତି। ଏଥିସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂରଣ...

ବେବି ଏବିଙ୍କୁ ପଦାର୍ପଣ ସୁଯୋଗ, ଫେରିଲେ କୁମିନ୍ସ

ପୁଣେ,୬।୪: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି...

Advertisement
Archives

Model This Week