ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଭଦ୍ରକ ଅଫିସ, ୨୭।୫-ଭଦ୍ରକ ପୌରପାଳିକା କାଉନସିଲ ବୈଠକ ପରେ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବୈଠକ ସରିବା ପରେ କୌଣସି କାରଣକୁ ନେଇ ଜଣେ ବ୍ୟକ୍ତି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ ଚ୍ୟାମ୍ବରରେ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟମ କରିବା ବେଳେ ସେ ଚ୍ୟାମ୍ବରରୁ ଦୌଡ଼ି ପଳାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ଦଫା ଦାବି ନେଇ ଚାଷୀଙ୍କ ବିକ୍ଷୋଭ

ବାସୁଦେବପୁର, ୨୨ା୧୦(ଡି.ଏନ୍‌.ଏ.)- ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ୧୮ ଦଫା ଦାବି ପୂରଣ ଲାଗି ବିକ୍ଷୋଭ ଶୋଭାଯାତ୍ରା ଓ...

୪୭ ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା ନିଷ୍ପତ୍ତି

ଢେଙ୍କାନାଳ ଅଫିସ, ୩୦।୩ – ୨୦୧୯-୨୦ ଆର୍ଥିକ ବର୍ଷରେ ଢେଙ୍କାନାଳ ଜିଲାର ୪୭ ଗ୍ରାମରେ ଗୋଟିଏ ବି ବାଲ୍ୟବିବାହ ହୋଇନାହିଁ। ଏସବୁ ଗ୍ରାମକୁ ଜିଲା ପ୍ରଶାସନ...

ହାଇଦର ଏନ୍‌କାଉଣ୍ଟର ଘଟଣା: ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା, ଦୁଇ ଗୁଳି ଜବତ

ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍‌କାଉଣ୍ଟର କରାଯାଇଥିଲା। ତେବେ ରବିବାର...

ଅନୁଗୋଳ ଜିଲାର ୮୫ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଲେ ୧୭,୫୧୩ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା...

ଭଦ୍ରକରେ ନୂଆ ୧୯ ପଜିଟିଭ୍‌: ୧୭୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୫ା୬ : ସୋମବାର ଭଦ୍ରକ ଜିଲାରୁ ୧୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଏମାନଙ୍କ...

ଆଶାରେ ରହିଗଲା ଇଞ୍ଜିନିୟର ହେବା

କେନ୍ଦୁଝର,୧୨ା୪: କେନ୍ଦୁଝର ଟାଉନ ଥାନା ଅଧୀନ ଜାମୁନାଳିଆଠାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜ ପଛପଟ ଥିବା ପୋଖରୀରେ ବୁଡ଼ି ସୋମବାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ...

ମାଟ୍ରିକ ପରୀକ୍ଷା: ୬ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୨।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ...

ବିପଜ୍ଜନକ ଅବସ୍ଥାରେ ଛାତ୍ରୀଛାତ୍ର ପରିବହନ

ପାଲଲହଡ଼ା, ୨୩ା୨(ଡି.ଏନ.ଏ.) – ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ବିପଦଜନକ ଅବସ୍ଥାରେ ଚାଲିଛି ସ୍କୁଲ ପିଲା ପରିବହନ। ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ମଧ୍ୟ ଏପରି ଦେଖିବାକୁ...

Advertisement
Archives

Model This Week