ପେଟ ପୋଷିବା ଚିନ୍ତାରେ ଫୁଟ୍‌ପାଥ୍‌ ବେପାରୀ

ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ, ଫୁଟଫାଥ ବେପାରୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଖୋର୍ଦ୍ଧା ସହରର ହାବେଳି ପଡ଼ିିଆ ରାସ୍ତା କଡ଼ରେ ବସି ଜୋତା ପାଲିସ କରୁଥିବା କେ. ଆଦି ରାଜୁ କହିଛନ୍ତି, ଏବେ ଦୈନିକ ୫୦ ଟଙ୍କା ବି ରୋଜଗାର ହେଉନି। ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଲୋକଙ୍କର ତ ପରିବା କିଣିବାକୁ ବେଳ ନାହିଁ ଜୋତା ପଲିସ କିଏ କରିବ? ଏଭଳି ସ୍ଥିତି ଆଉ କିଛି ଦିନ ଜାରି ରହିଲେ ମୋ’ ଭଳି ବହୁ ଲୋକଙ୍କ ଚଳିବା ଦୁର୍ବିସହ ହୋଇପଡ଼ିିବ। ଗତ ସପ୍ତାହେ ହେଲା ଧାର କରଜ କରି ପରିବାର ଚଳାଉଛି। ତେବେ କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପଦକ୍ଷେପକୁ ସେ ସମର୍ଥନ କରୁଥିବା ରାଜୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ମହିଳା କୋର୍ଟ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୨୪।୧୧: ଓଡ଼ିଶାର ପ୍ରଥମ ମହିଳା କୋର୍ଟ ଖୋର୍ଦ୍ଧା ଅଦାଲତ ପରିସରରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିନିୟର ଡିଭିଜନ ସିଭିଲ ଜଜ୍‌...

ବ୍ୟବସାୟୀଙ୍କୁ ତାଲାପକାଇ ସିରିଜ୍‌ ଚୋରି: ସିସିଟିଭିରେ ଚୋରଙ୍କ କାରନାମା କଏଦ୍‌

ଖୋର୍ଦ୍ଧା ଅଫିସ, ୩୦।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଛକରୁ ମଙ୍ଗଳବାର ରାତିରେ ସିରିଜ୍‌ ଚୋରି ହୋଇଛି। ଷ୍ଟିଲ ଓ...

ଚଢ଼ାଉ ସତ୍ତ୍ୱେ ବଢୁଛି ନିଶା କାରବାର

ଖୋର୍ଦ୍ଧା ଅଫିସ,୨୩ା୧୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୁଇନ୍ଦା, ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏବଂ ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି...

ଖୋର୍ଦ୍ଧାରେ ଖୋଲିବ କୋଭିଡ୍‌ କେୟାର ସେଣ୍ଟର: ଉପଲବ୍ଧ ହେବ ୮ଶହ ବେଡ୍‌

ଖୋର୍ଦ୍ଧା ଅଫିସ,୧୩।୭: ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଜିଲାରେ କୋଭିଡ୍‌ କେୟାର ସେଣ୍ଟର...

ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ

ନିରାକାରପୁର,୧୪।୧୦(ଡି.ଏନ୍‌.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା...

‘ଗୁଣାତ୍ମକ ଶିକ୍ଷାରେ ଦେଶର ବିକାଶ’

ଜଟଣୀ,୧୨।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଆଇଆଇଟି ପରିସରରେ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଅସ୍ଥାୟୀ...

ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ

ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ,୬।୫: ଚିଲିକା ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ନାଭାଲ ବେସ୍‌ ନିକଟରେ ମୃତଦେହ ଭାସୁଥିବା...

Advertisement
Archives

Model This Week