ପାକ୍‌ ଆର୍ମି ଭାଙ୍ଗିଲା ଇମ୍ରାନଙ୍କ ଦ୍ୱିତୀୟ ପ୍ରତିଶ୍ରୁତି: ଶନିବାର ଭାରତୀୟ ଶ୍ରଦ୍ଧାଳୁ ଦେବେ ୨୦ ଡଲାର

ଇସ୍‌ଲାମାବାଦ,୮।୧୧: କରତାରପୁର ସାହିବ ଯାତ୍ରା ଆରମ୍ଭ ପାଇଁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ପାକିସ୍ତାନ ନିଜ ଷଡଯନ୍ତ୍ରରୁ ବାହାରି ପାରୁନାହିଁ। ପୁଣି ଥରେ ପାକିସ୍ତାନ ସେନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱିତୀୟ ପ୍ରତିଶ୍ରୁତିକୁ ଭାଙ୍ଗିଦେଇଛି। ପୂର୍ବରୁ ଇମ୍ରାନ ଘୋଷଣା କରିଥିବା ନିଷ୍ପତ୍ତିକୁ ପାକିସ୍ତାନ ସେନା ଖାରଜ କରିବା ସହ ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛି। ନଭେମ୍ବର ୯ରେ ହେବାକୁ ଥିବା କରତାରପୁର କରିଡର ଉଦ୍‌ଘାଟନି ସମାରୋହରେ ଆସିବାକୁ ଥିବା ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ୨୦ ଡଲାର ନିଆଯିବ ବୋଲି ପାକିସ୍ତାନ ସେନା ଘୋଷଣା କରିଛି। ଏହା ପୂର୍ବରୁ କରତାରପୁର ସାହିବ ଦର୍ଶନ ପାଇଁ ସେମାନଙ୍କଠାରୁ ଟଙ୍କା ନ ନିଆଯିବା ସହ ପାସପୋର୍ଟର ଆବଶ୍ୟକତା ନାହିଁ ବୋଲି ଇମ୍ରାନ ଖାଁ ଘୋଷଣା କରିଥିଲେ। ହେଲେ ଏବେ ପାକିସ୍ତାନ ସେନା ତାଙ୍କର ସବୁ ନିଷ୍ପତ୍ତିକୁ ଖାରଜ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋମା ରଖାଯାଇଥିବା ଧମକ, ଜରୁରୀ ଅବତରଣ କଲା ବିମାନ…

ଟୋକିଓ,୭।୧ : ବିମାନରେ ବୋମା ରଖାଯାଇଥିବା ଏକ ଅନ୍ତର୍ଜାତୀୟ କଲ୍‌ ମିଳିବା ପରେ ଜାପାନର ବିମାନ ଜରୁରୀ ଅବତରଣ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା...

ନୋ ଫ୍ଲାଏ ଜୋନ୍‌କୁ ନେଇ ପୁଟିନଙ୍କ ଚେତାବନୀ

କ୍ୱିଭ୍‌,୫ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୦ ଦିନରେ ପହଞ୍ଚିଛି। ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଏହି...

ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର...

ଫେସବୁକ୍‌ ବଦଳରେ ‘ମେଟା’ ଆସିବା ପରେ କ’ଣ ବଦଳିବ କ’ଣ ନାହିଁ ଜାଣନ୍ତୁ

ନ୍ୟୁୟର୍କ,୨୯।୧୦: ଫେସବୁକର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କମ୍ପାନୀର ନୂଆ ନାମ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ପରେ ଫେସବୁକ ଏବେ ନୂଆ...

ଆଫଗାନିସ୍ତାନ ଭୂକମ୍ପ, ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକଙ୍କ ମୃତ୍ୟୁ …

କାବୁଲ, ୨୨।୬ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୂକମ୍ପରେ ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୯୨୦ ଜଣଙ୍କ ମୃତ୍ୟୁ...

ଉଜ୍‌ରା ତିବ୍ବତ ପ୍ରସଙ୍ଗରେ ଆମେରିକା ପ୍ରତିନିଧି

ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍‌ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ...

ଅକ୍ସିଜେନ ଅଭାବରୁ ପାକିସ୍ତାନରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ: ୭ ମେଡିକାଲ ଷ୍ଟାଫ ନିଲମ୍ବିତ

ପେଶାଓ୍ବାର, ୭।୧୨- ସରକାରୀ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ୭ ଜଣ ଷ୍ଟାଫଙ୍କୁ ନିଲମ୍ବିତ କରାଯାଇଛି। କୋଭିଡ୍‌ ଆଇସୋଲେସନ ଓ୍ବାର୍ଡରେ...

ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ...

Advertisement
Archives

Model This Week