ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ଏମିତି ଟୁଇଟ୍‌ କଲେ ସଲମାନ

ଚଳିତ ଆଇସିସି ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏହି ବିଜୟ ଆଣି ଦେଇଛି। ଏହି ମହାବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର୍‌ ସଲମାନ ଖାନ୍‌। ସେ ନିଜ ଟୁଇଟରେ ଫିଲ୍ମ ଭାରତ୍‌ ଷ୍ଟାଇଲ୍‌ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଟିମ୍‌ ଭାରତ ଲେଖି ସେ ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ୍‌’ ରିଲିଜ୍‌ ହୋଇଥିଲା। ଯାହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

ନବରାତ୍ରିରେ ଦେବୀ ମା’ଙ୍କ ଅବତାର ନେଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଚିହ୍ନବା କଷ୍ଟକର

ଏବେ ସାରା ଦେଶରେ ନବରାତ୍ରି ପାଳନ କରାଯାଉଛି। ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ସପ୍ତମୀ। ଏହି ଦିନରେ ମା’ ଦୁର୍ଗାଙ୍କର ସପ୍ତମ ରୂପ ମା’ କାଳରାତ୍ରୀଙ୍କ...

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌...

ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ...

କୋହଲିଙ୍କ ନୂଆ ନାଁ ଦେଲେ କଙ୍ଗନା

ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ନିଜ ଫିଲ୍ମ ‘ପଙ୍ଗା’ ପ୍ରମୋଶନ ଅବସରରେ ଭାରତୀୟ...

ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..

ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ...

ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ...


Coronavirus Update

Archives

Model This Week

Why Dharitri