ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସ୍‌ଲାମାବାଦ,୩୧।୧୦: ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଇମ୍ରାନ ଖାଁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫୟାଦ ଚୌଧୂରୀ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ। ଏଥର ପାକିସ୍ତାନରେ ବଢୁଥିବା ପ୍ରଦୂଷଣକୁ ନେଇ ସେ ମତ ଦେଇଛନ୍ତି। ସେ କହିଛନ୍ତି ଲାହୋରରେ ହେଉଥିବା ପ୍ରଦୂଷଣ ପାଇଁ ଭାରତ ଦାୟୀ। ଜଳବାୟୁ ପରିବର୍ତ୍ତନ ଓ ଭାରତରେ ଚାଷୀମାନେ ନଡା ଜାଳିବା ଫଳରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଚୌଧୁରୀଙ୍କ ଏମିତି ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଏହି ମନ୍ତ୍ରୀ ପୁଣିଥରେ ଏହାକୁ ଦୋହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ବନ୍ୟା ବିଭୀଷିକା: ଗଲାଣି ହଜାରେ ଜୀବନ

ଇସ୍‌ଲାମାବାଦ୍‌,୨୭।୮: ପାକିସ୍ତାନରେ ବନ୍ୟା ବିଭୀଷିକା ଦେଖାଦେଇଛି। ବନ୍ୟା ଯୋଗୁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ପରିସ୍ଥିତି ଏଭଳି...

ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କଲା ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନ ଜଣେ ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଗୁପ୍ତଚର ଜଣକ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗାଜି ଖାଁ ଜିଲାର ରାଖିଗଞ୍ଜ ଅଞ୍ଚଳରୁ...

ଆମେ ଜଳବାୟୁ ନ୍ୟାୟ ଚାହୁଁ

ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା...

ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ, ୨୬ା୯: ନୂଆ ପ୍ରଧାନମନ୍ତ୍ରୀ ପାଇଁ ୟୁରୋପୀୟ ଦେଶ ଇଟାଲୀରେ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣପନ୍ଥୀ ନେତ୍ରୀ ତଥା ବ୍ରଦର୍ସ ଅଫ୍‌ ଇଟାଲୀ(ଏଫ୍‌ଡିଆଇ)...

ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…

ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର...

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ...

ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌...

ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି

ରୋମ୍‌, ୧।୧୧: ବିଶ୍ୱ ତାପନ ପ୍ରାକ୍‌ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍‌ରେ ୨୦ ସଦସ୍ୟ...

Advertisement
Archives

Model This Week