Posted inଖେଳ

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼କୁ ହରାଇଥିବା ଓଡ଼ିଶାର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଦଳ ଏହି ବିଜୟ ସହ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ପଣ୍ଡିଚେରୀ ବିପକ୍ଷରେ ଓଡ଼ିଶା ୧୩-୦ ଗୋଲରେ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ଜ୍ୟୋତି କୁମାରୀ ସର୍ବାଧିକ ୭ଟି ଗୋଲ ସ୍କୋର କରିଥିଲେ । ଏହାଛଡ଼ା ମନୀଷା ନାୟକ ୩ଟି ଗୋଲ ସ୍କୋର କରିଥିବା ବେଳେ ଶୁଭସ୍ମିତା ଶୁଭଦର୍ଶିନୀ ଦାସ, ମାଳତୀ ମୁଣ୍ଡା, ସାଲଗେ ମାଝି ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି । ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ...

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌,...

ଅନ୍‌ଲାଇନ୍‌ କୋଚିଂ ଆରମ୍ଭ କରିବେ ଧୋନୀ

ନୂଆଦିଲ୍ଲୀ, ୧।୭: କ୍ରିକେଟର ଏମ୍‌.ଏସ୍‌. ଧୋନୀ ଜୁଲାଇ ୨ରୁ ଅନ୍‌ ଲାଇନ୍‌ କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୬ରୁ ୮ ବର୍ଷରୁ ଛୋଟ ପିଲା...

୩ୟ ଟି୨୦ ମୁକାବିଲା: ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତୀୟ ଟିମ୍‌କୁ ଫେରିଲେ ‘ହିଟ୍‌ମ୍ୟାନ୍‌‘

ଅହମ୍ମଦାବାଦ,୧୬।୩: ଭାରତ-ଇଂଲଣ୍ଡ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍‌ ଆରମ୍ଭ ହୋଇଛି। ଏଥିରେ ଇଂଲଣ୍ଡ ଟିମ୍‌ ଟସ୍‌ ଜିତିଥିବା ବେଳେ ବୋଲିଂ...

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ...

ସୂର୍ଯ୍ୟକୁମାରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପଣ୍ଟିଂ

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆର ମହାନ କ୍ରିକେଟର ରିକି ପଣ୍ଟିଂ ଭାରତୀୟ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ସମୟରେ କୌଶଳ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍‌; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ

କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ...

ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ...

Advertisement
Archives

Model This Week