ପଟାଟୋ ଏଗ୍‌ ବଲ୍ସ

ଆବଶ୍ୟକ ସାମଗ୍ରୀ
୫ଟି ଆଳୁ,୨ଟି ଅଣ୍ଡା,୨ଟି କଞ୍ଚାଲଙ୍କା ଛୋଟ ଆକରରେ କଟା ହୋଇଥିବା , ଦୁଇ ବଡ଼ ଚାମଚ ମଇଦା,୬ଟି ଛୋଟ ବ୍ରେଡ୍‌ କ୍ରମ୍ବସ,ସ୍ବାଦ ଅନୁସାରେ ଲୁଣ, ଲାଗି ଛାଣିବା ତେଲ ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏଥିରେ ଅଣ୍ଡା ଫଟାଇ ପକାନ୍ତୁ। ଏବେ ସେଥିରେ ମଇଦା,ବ୍ରେଡ୍‌ କ୍ରମ୍ବସ ,କଞ୍ଚାଲଙ୍କା ଓ ଲୁଣ ମିଶାନ୍ତୁ। ମିଡିୟମ ଆଞ୍ଚରେ ତେଲ ଗରମ ପାଇଁ ପ୍ୟାନ୍‌ ବସାନ୍ତୁ। ତେଲ ଗରମହେବା ମାତ୍ରେ ଏଥିରେ ଆଳୁର ବଲ୍ସ କରି ପ୍ୟାନ୍‌ରେ ପକାନ୍ତୁ। ସବୁ ବଲ ଗୋଲ୍‌ଡେନ୍‌ କଲର ହେବା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ଏକ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଟାଟୋ ଏଗ୍‌ ବଲ । ଏହାକୁ ଏବେ ଟମାଟୋ କେଚ୍‌ଅପ୍‌ ଓ ପିଆଜ ସହ ସର୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧଳା ସେଓ

ଏବେ ସୋସିଆଲ ମିଡିଆରେ ଏକ ଧଳା ସେଓର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆମେ ସମସ୍ତେ ପ୍ରାୟ ଲାଲ ସେଓ, କଳା ସେଓ ଦେଖିଛେ...

ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା

ସମଗ୍ର ବିଶ୍ୱରେ ରହିଥିବା ଦେଶଗୁଡ଼ିକରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗର ପ୍ରାଦୁର୍ଭାବ ପ୍ରତୀୟମାନ ହୋଇଥାଏ। ଆମ ଭାରତରେ ମଧ୍ୟ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ...

ପିଲାଙ୍କ ଫିଟ୍‌ନେସ୍‌

ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି।...

ହୃଦ୍‌ଘାତ ଲାଗି ବରଦାନ ସଦୃଶ ହୋଇଥାଏ…

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହା ସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ୍‌...

କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନେକ ରୋଗରେ ମଣିଷ ପୀଡିତ ହେଉଛି। ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟର ନୀତି ନିୟମ ଓ ଫାଷ୍ଟ ଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା...

ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏସବୁ ଉପାୟ

ଜୀବନର ଛୋଟବଡ଼ ଆବଶ୍ୟକତାକୁ ପୂରଣ କରିବାକୁ ଧନର ଆବଶ୍ୟକତା ପଡ଼ିଥାଏ। ଏଥିନେଇ ସମସ୍ତେ ଅଧିକରୁ ଅଧିକ ଧନ ରୋଜଗାର କରିବାକୁ ଚାହିଁଥାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ...

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ

ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ...

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ...

Advertisement
Archives

Model This Week