Posted inଖେଳ

ନେମାର ୩ଟି ମ୍ୟାଚରୁ ବାସନ୍ଦ

ଲାଉସାନେ, ୨୭ା୪ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ଶୁକ୍ରବାର ବ୍ରାଜିଲ ଷ୍ଟାର ଖେଳାଳି ନେମାରଙ୍କୁ ଚାମ୍ପିୟନ୍ସ ଲିଗ୍‌ର ତିନୋଟି ମ୍ୟାଚରୁ ବାସନ୍ଦ କରିଛି। ଚାମ୍ପିୟନ୍ସ ଲିଗ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ଠାରୁ ପ୍ୟାରିସ ସେଣ୍ଟ ଜର୍ମେନର ପରାଜୟ ମ୍ୟାଚରେ ସେ ମ୍ୟାଚ ଅଫିସିଆଲଙ୍କୁ ଅପମାନିତ କରିଥିବାରୁ ଏହି ଦଣ୍ଡ ବିଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ନୁହେଁ, କିଷନଙ୍କ ସହ ଓପନିଂ କଲେ ରାହୁଲ

ଦୁବାଇ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନୂଆ ଓପନିଂ ଯୋଡ଼ି ସହ ଓହ୍ଲାଇଛି ଭାରତୀୟ ଦଳ। ନିୟମିତ ଓପନର ରୋହିତ ଶର୍ମାଙ୍କ ବଦଳରେ ଇଶାନ କିଷନଙ୍କ ସହ...

ସୋବର୍ସ, ଆଜାରୁଦ୍ଦିନଙ୍କ ସମକକ୍ଷ ହେଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ...

ଆଇପିଏଲ୍‌ ମେଗା ନିଲାମ ବେଳେ ଅଘଟଣ: ହଠାତ ଚେତା ହରାଇଲେ ନିଲାମଧାରୀ

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ର ମେଗା ନିଲାମ ଶନିବାର ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ଅକ୍ସନ ବେଳେ ୬୩ ବର୍ଷୀୟ ବ୍ରିଟିଶ ନିଲାମଧାରୀ ହଗ୍‌...

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ...

ହାର୍ଦ୍ଦିକଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’: ଏହି ୫ ଖେଳାଳି ପାଲଟିଲେ ସିରିଜର ହିରୋ…

ନୂଆଦିଲ୍ଲୀ,୮।୧: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’। ରାଜକୋଟରେ ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲା...

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ...

ଆରମ୍ଭରୁ ଝଟ୍‌କା

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ଦଳ...

ଜୁନ୍‌ରେ ହେବ ଚାଇନିଜ୍‌ ସୁପର ଲିଗ୍‌

ସାଂଘାଇ, ୯ା୫ (ଏଏଫ୍‌ପି)- କରୋନା ଭାଇରସ ଯୋଗୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ) ଆସନ୍ତା ମାସରେ ଖେଳାଯିବ। କିନ୍ତୁ ପାଉଲିନୋ ଓ ମାର୍କୋ...

Advertisement
Archives

Model This Week