ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା। ତେବେ ପ୍ରଯୋଜକ କରଣ ଜୋହର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଫିଲ୍ମ ଗୁଞ୍ଜନ ସାକ୍ସସେନା ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସେ ଘୋଷଣା କରିଛନ୍ତି। ଏନେଇ ଟୁଇଟରରେ କରଣ ଏକ ଭିଡିଓ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଗୁଞ୍ଜନଙ୍କ ପ୍ରେରଣାଦାୟକ ଯାତ୍ରା ଇତିହାସ ସୃଷ୍ଟି କରିଛି। ଏହା ହେଉଛି ଫିଲ୍ମର କାହାଣୀ। ଗୁଞ୍ଜନ ସାକ୍ସସେନା- ଦ କାର୍ଗିଲ ଗର୍ଲ, ଖୁବ୍‌ଶୀଘ୍ର ନେଟଫ୍ଲିକ୍ସରେ ଆସୁଛି। ଲକ୍ଷ୍ନୌରେ ରହୁଥିବା ଏକ ସାଧାରଣ ଛୋଟ ଝିଅର ସ୍ବପ୍ନକୁ ନେଇ କାହାଣୀଟି ଆଧାରିତ ହୋଇଛି। ଯିଏ ଛୋଟବେଳୁ ଏକ ବଡ଼ ସ୍ବପ୍ନ ଦେଖିଥିଲେ। ବଡ଼ ହେଲେ ପାଇଲଟ ହେବେ ଏବଂ ହେଲିକପ୍ଟର ଉଡାଇବେ। ତେବେ ଶଙ୍କୁଚିତ ମାନସିକତା ସମାଜରୁ ଊର୍ଦ୍ଧ୍ୱରେ ଉଠି କ’ଣ ଗୁଞ୍ଜନ ନିଜର ସ୍ବପ୍ନ ପୁରା କରିପାରିବେ। ତାହା ଦର୍ଶକେ ଦେଖିପାରିବେ ଏହି ଫିଲ୍ମ ଜରିଆରେ। କରୋନା ଲକ୍‌ଡାଉନ ଯୋଗୁ ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି। ଏଣୁ ପ୍ରଯୋଜକମାନେ ସମସ୍ତ ଫିଲ୍ମଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ଫଟୋ ଶେୟାର କରି ଅର୍ଜୁନ କହିଲେ ‘ଆଉ ଅପେକ୍ଷା କରିପାରିବି ନାହିଁ’

ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ...

କ୍ୟାଟ୍ରିନାଙ୍କ ଫିଟ୍‌ନେସ୍‌ ମନ୍ତ୍ର

କ୍ୟାଟ୍ରିନା ଏବେ ବୁଲିବୁଲି ଫିଟ୍‌ନେସ ମନ୍ତ୍ର ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜ ଫିଗରକୁ ଆହୁରି ଆଟ୍ରାକ୍ଟିଭ କରିବାକୁ ସେ ଜିମ୍‌ରେ ଅଧିକ ସମୟ କଟାଇବା...

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ...

ପୁଣିଥରେ ଏକାଠି ନଜର ଆସିଲେ ପରିଣିତି-ରାଘବ, ଖୁବଶୀଘ୍ର କରିବେ ବିବାହ!

ମୁମ୍ବାଇ: ପୁଣିଥରେ ଏକାଠି ସ୍ପଟ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ରାଘବ ଚଢା। ଯେବେଠାରୁ ଏମାନେ ଏକାଠି...

ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ...

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା

ବଲିଉଡ୍‌ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

ଖୁବ୍‌ଶୀଘ୍ର ଶୁଟିଂ ଆରମ୍ଭ କରିବେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହ ପରେ ପରେ ଏକ ଖୁସି ଖବର ଶେୟାର କରିଥିଲେ। ତାହା ହେଉଛି କି ସେ ହଲିଉଡ୍‌ରେ ଡେବ୍ୟୁ କରିବାକୁ...

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍‌କିଡ୍‌ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ...

Advertisement
Archives

Model This Week