ନୂଆ ହେୟାରଷ୍ଟାଇଲ୍‌ ଯୋଗୁ ଟ୍ରୋଲ୍‌ ହେଲେ ରିତେଶ

ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍‌(କେଶ ବିନ୍ୟାସ) ଲାଗି। ନିକଟରେ ରିତେଶ ରେଡ୍‌ ସ୍କାଇରଲ୍‌ ଟେଲ୍‌ ଲୁକ୍‌ କରି ଜେନେଲିଆକୁ ସର୍‌ପ୍ରାଇଜ୍‌ କରିବାକୁ ଚେଷ୍ଟା କରିଥିଲେ। ଜେନେଲିଆ ରିତେଶଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। କିଛି ସମୟ ମଧ୍ୟରେ ପ୍ରଶଂସକମାନେ ମିଶ୍ରିତ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ। କିଛି ଲୋକ ରିତେଶଙ୍କ ଏହି ଲୁକ୍‌କୁ ପସନ୍ଦ ନ କରି ଟ୍ରୋଲ କରିଥିଲେ। ସେ ମଣିଷ ନୁହଁ ବରଂ ଏକ ଶୁଆ ପରି ଦେଖାଯାଉଥିବା ଜଣେ ବ୍ୟବହାରକାରୀ କହିଥିଲେ। ସେହିଭଳି ଅନ୍ୟ ଜଣେ ରିତେଶ କେଶ କୁକୁଡ଼ା ଥଣ୍ଟ ପରି ଦେଖାଯାଉଥିବା କହିଥିବା ବେଳେ ଆଉ ଜଣେ ଗେ’ ଭଳି ଦିଶୁଥିବା ମଧ୍ୟ କହିବାକୁ ପଛାଇନାହାନ୍ତି।

ଆଗାମୀ ଦିନରେ ରିତେଶ କମେଡି ଫିଲ୍ମ ‘ହାଉସ୍‌ଫୁଲ-୪’ରେ ନଜର ଆସିବେ। ଏହାପରେ ଫିଲ୍ମ ମରଜାବାଁରେ ସେ କାମ କରିବେ। ଏଥିରେ ତାଙ୍କ ସହ ସିର୍ଦ୍ଧାର୍ଥ ମଲହୋତ୍ରା ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ନବବଧୂଙ୍କୁ ନେଇ ଘରକୁ ଫେରୁଥିଲେ ଆଦିତ୍ୟ ନାରାୟଣ: ରାସ୍ତାରେ ଅଟକାଇ ଦେଲେ ଏମାନେ

ପ୍ରସିଦ୍ଧ ଗାୟକ ତଥା ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି...

ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର...

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ...

ପସନ୍ଦ ଆସିଲେନି ନୋରା!

ମୁମ୍ବାଇ: ବିଦେଶରୁ ଆସି ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା ନୋରା ଫତେହିଙ୍କର ରହିଛନ୍ତି ବହୁ ପ୍ରଶଂସକ । ସୋସିଆଲ ମିଡିଆରେ...

ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ...

ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି...

Advertisement
Archives

Model This Week