ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ ୫ଟି ମାଓବାଦୀ ବିରୋଧୀ ପୋଷ୍ଟରରୁ ଜଣାପଡ଼ୁଛି ଏହା ଡଙ୍ଗରିଆ କନ୍ଧ ବିକାଶ ପକ୍ଷରୁ ମରାଯାଇଛି। ଗ୍ରାମରେ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସମୟରେ ମାଓବାଦୀମାନେ ଗ୍ରାମର ଯୁବକଙ୍କୁ ଜୀବନରୁ ମାରିବାକୁ ଧମକ ଏବଂ ରାସ୍ତା କାମକୁ ବିରୋଧ, ରାସ୍ତା କାମରେ ନିୟୋଜିତ ଗାଡ଼ିଗୁଡ଼ିକୁ ପୋଡ଼ିବାକୁ ତୀବ୍ର ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଜର ରଖିବାକୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର, ହ୍ବାଟ୍ସଆପ୍‌ ଗ୍ରୁପ

ଅନୁଗୋଳ ଅଫିସ, ୩।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯାଇଥିବା ବେଳେ ଅଭିଯୋଗ ଶୁଣିବାକୁ ହ୍ବାଟ୍ସଆପ୍‌...

ନଦୀବନ୍ଧ ଖୋଳି ଛାଡ଼ିଦେଲେ, ଲୋକେ ଭୟଭୀତ

ସିଂହପୁର,୨୧ା୭(ଡି.ଏନ.ଏ.): ବିଞ୍ଝାରପୁର ଜଳସମ୍ପଦ ବିଭାଗର ଖରସ୍ରୋତା ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ତେବେ ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ ଆଣି ନଦୀବନ୍ଧ...

ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ...

ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି...

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ...

୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ...

୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍‌

କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ...

ଦୋକାନ ତାଲା ପକାଇବା ବେଳେ ଲୁଟିନେଲେ ଗହଣା

ଭଦ୍ରକ ଅଫିସ, ୨୦।୧୧: ଭଦ୍ରକ ସହରରେ ପୁଣି ଲୁଟେରାଙ୍କ ଆତଙ୍କରାଜ। ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରୁ...

Advertisement
Archives

Model This Week