Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌ : ରାଜ୍ୟ ସଭାରେ ଭାଜପା ପାଇଁ ନମ୍ବର ଗେମ୍‌ ୧୨୧

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଏବେ ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯିବ। ରାଜ୍ୟ ସଭାର ସଦସ୍ୟ ସଂଖ୍ୟା ୨୪୫। ତେବେ ବର୍ତ୍ତମାନ ୫ ଜଣଙ୍କ ସ୍ଥାନ ଖାଲି ରହିଛି। ଫଳରେ ସଦସ୍ୟ ସଂଖ୍ୟା ୨୪୦ ରହିଛି। ସେଥିମଧ୍ୟରୁ ବିଲ୍‌ ଗୃହୀତ କରିବା ପାଇଁ ଭାଜପାକୁ ୧୨୧ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ପଡ଼ିବ। ରାଜ୍ୟ ସଭାରେ ଭାଜପା ପାଖରେ ୮୩ ଜଣ ସଦସ୍ୟ ରହିଛନ୍ତି। ତେବେ ଲୋକ ସଭାରେ ମିଳିଥିବା ଦଳର ସମର୍ଥନ ଅନୁସାରେ ଭାଜପା ପାଖରେ ୧୨୧ ସଦସ୍ୟଙ୍କ ସମର୍ଥନ ରହିଛି। ସେଥିମଧ୍ୟରୁ ବିଜେଡିର ୭, ଏଆଇଏଡିଏମ୍‌କେର ୧୧, ଅକାଳୀଦଳ ୩, ଶିବସେନା ୩, ଜେଡିୟୁ ୬, ଓ୍ବାଇଏସ୍‌ଆର୍‌ କଂଗ୍ରେସ ୨, ଏଲ୍‌ଜେପି ୧, ଆର୍‌ପିଆଇ ୧ ଏବଂ ମନୋନୀତ ସଦସ୍ୟ ୪ ଜଣ ଅଛନ୍ତି। ସେହିପରି ବିରୋଧିଙ୍କ ପାଖରେ ଶହେ ଜଣ ସଦସ୍ୟ ଅଛନ୍ତି। ଏହା ସହିତ ୬ ଜଣ ନିର୍ଦ୍ଦଳୀୟ ଏବଂ ଛୋଟ ରାଜନୈତିକ ଦଳର ୧୩ ଜଣ ସଦସ୍ୟ ରହିଛନ୍ତି। ଭାଜପା ନମ୍ବର ଗେମ୍‌ ହାସଲ କରିବା ପାଇଁ ନିର୍ଦ୍ଦଳୀୟ ଏବଂ ଛୋଟ ରାଜନୈତିକ ଦଳର ସଦସ୍ୟଙ୍କୁ ନିଜ ପଟକୁ ଆଣିବାର ଉଦ୍ୟମ ମଧ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ...

ଆସାମରେ ଭାଜପା-ପଶ୍ଚିମବଙ୍ଗରେ ତୃଣମୂଳ ମ୍ୟାଜିକ୍‌ ନମ୍ବର ମୁହାଁ…

କୋଲକାତା/ଗୁଆହାଟି, ୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୧୦୦ ଆସନରୁ ଖସି ୯୬ ଆସନରେ ଆଗୁଆ...

ପୋଲାଣ୍ଡ ସୀମାକୁ ଫେରିଲେ ୟୁକ୍ରେନ୍ ଗୁଳିମାଡରେ ଆହତ ଭାରତୀୟ ଛାତ୍ର

କ୍ୱିଭ/ନୂଆଦିଲ୍ଲୀ,୭ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତେବେ କିଛିଦିନ ପୂର୍ବରୁ ଭାରତ...

ଜିତିଲେ କଙ୍ଗନା !

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ...

ମହାରାଷ୍ଟ୍ରରେ ଶିବସେନା ସହ ଆସନ ଭାଗ କରିପାରେ ଭାଜପା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ...

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ...

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

ୟୁପି ନିର୍ବାଚନ: କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏଏପି

ନୂଆଦିଲ୍ଲୀ,୧୦ ।୧: ସାରା ଦେଶର ନଜର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ । ରବିବାର ଆମ ଆଦମୀ ପାର୍ଟି(ଏଏପି)ର ଉତ୍ତର ପ୍ରଦେଶ ପ୍ରଭାରୀ ତଥା...

Advertisement
Archives

Model This Week