ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ

ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ ମାଧ୍ୟମରେ ଡେଲିଭରି କରାଉଛନ୍ତି। ଫଳରେ ମହିଳାମାନେ ପରବର୍ତ୍ତୀ ସମୟରେ ନାନା ସମସ୍ୟାରେ ପଡୁଛନ୍ତି। ଯଦି ନର୍ମାଲ ଡେଲିଭରି ଚାହୁଁଛନ୍ତି ତେବେ ଯୋଗର ସହାୟତା ନେଇପାରିବେ। ଯୋଗ କରିବା ଦ୍ୱାରା ଡେଲିଭରି ସମୟରେ ହେବାକୁ ଥିବା ସମସ୍ୟା ଦୂର ହୋଇପାରିବ।
ବକ୍ରାସନ : ଖୋଲା ସ୍ଥାନରେ ଏହି ଯୋଗ କରନ୍ତୁ। ଗୋଟିଏ ପାଦ ଲମ୍ବାଇ ରଖନ୍ତୁ। ଆଉ ଗୋଟିଏ ପାଦ ଠିକ୍‌ ଏହି ପାଦ ନିକଟରେ ରଖିଦିଅନ୍ତୁ। ଗୋଟିଏ ହାତ ପଛକୁ ରଖି ଆଉ ଗୋଟିଏ ପାଦ ଆଣ୍ଠୁ ପାଖରେ ରଖନ୍ତୁ। ଏହି ମୁଦ୍ରା ବେଶି ସମୟ ନୁହେଁ ମାତ୍ର ୨/୩ ମିନିଟ୍‌ କରନ୍ତୁ।
ମନେରଖନ୍ତୁ ଯୋଗ କରିବା ସମୟରେ ଢିଲା ପୋଷାକ ପିନ୍ଧନ୍ତୁ।
ଯେଉଁଠି ଯୋଗ କରିବେ ସେଠାକାର ବାତାବରଣ ଅଧିକ ଥଣ୍ଡା କିମ୍ବା ଗରମ ହୋଇ ନ ଥିବ। ଯୋଗ ବିଶେଷଜ୍ଞଙ୍କୁ ପଚାରି ଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି।...

କେବଳ ଏହି ଉପାୟରେ ଗରିବରୁ ହୋଇଯିବ ଧନୀ, ଚାଣକ୍ୟ କହିଲେ…

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ,...

ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

ପାଚନ ସମସ୍ୟା ଦୂର କରେ ଡାଳିମ୍ବ ଚୋପା

ଡାଳିମ୍ବ ଶରୀର ପାଇଁ ବେଶ୍‌ ହିତକର। ତେବେ ଏହାର ଚୋପାରେ ମଧ୍ୟ ଭରପୂର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ...

ଏସିଡିଟି ଦୂର କରେ ଚୁଇଙ୍ଗମ୍‌

ବ୍ୟସ୍ତବହୁଳ ଜୀବନ ଶୈଳୀ ଅନେକ ରୋଗର କାରଣ ପାଲଟୁଛୁ। ହେଲେ ସାମାନ ମାତ୍ର ସାବଧାନତା ଅନେକ ରୋଗକୁ ଦୂରେଇ ଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।...

ହାର୍ଟ ପାଇଁ ଉପକାରୀ ଧନିଆ

ଧନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ...

Advertisement
Archives

Model This Week