ନର୍ଗିସ୍‌ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ

ବଲିଉଡ୍‌ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି। ଆଜି ଏପରି ଜଣେ ଅଭିନେତ୍ରୀଙ୍କ ଜନ୍ମଦିନ, ଯାହାଙ୍କ ଅବଦାନ ଚିରସ୍ମରଣୀୟ। ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ନର୍ଗିସ। ନର୍ଗିସ ତାଙ୍କ ଚମତ୍କାର କ୍ୟାରିୟରରେ ଅନେକ ହିଟ ଫିଲ୍ମରେ କାମ କରିଥିଲେ। ଏପରିକି ପ୍ରଥମ ଥର ପାଇଁ ଓସ୍କାର ନାମାଙ୍କନରେ ପହଞ୍ଚିଥିବା ଫିଲ୍ମ ମଦର ଇଣ୍ଡିଆରେ ନର୍ଗିସଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଜୀବିତ ହୋଇ ରହିଛି। ନର୍ଗିସଙ୍କ ସହ ଏହି ଫିଲ୍ମରେ ଅଭିନେତା ସୁନୀଲ ଦତ୍ତ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସୁନୀଲ ଦତ୍ତଙ୍କ ପାଇଁ ନର୍ଗିସଙ୍କୁ ବିବାହ କରିବା ଏତେ ସହଜ ନ ଥିଲା। ଉଭୟଙ୍କ ସମ୍ପ୍ରଦାୟ ଭିନ୍ନ ଥିଲା। ନର୍ଗିସ ମୁସଲମାନ ଏବଂ ସୁନୀଲ ହିନ୍ଦୁ ଥିଲେ। ଏହି କାରଣରୁ ସୁନୀଲଙ୍କୁ ଅଣ୍ଡରଓ୍ବାଲର୍‌ଡ ଧମକ ମିଳିଥିଲା। କିନ୍ତୁ ଏଥିରେ ନ ଡରି ଉଭୟ ନିଜ ପ୍ରେମକୁ ବିବାହର ରୂପ ହେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ଉପରେ ପିନ୍ଧା ପୋଷାକ ଖୋଲି ଦେଲେ ଅଭିନେତ୍ରୀ…

ପ୍ୟାରିସ୍‌,୧୪।୩: ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ଅଭିନେତ୍ରୀ ମଞ୍ଚ ଉପରେ ନିଜର ପିନ୍ଧା ପୋଷାକ ଖୋଲି ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବାକୁ...

ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ...

ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା

ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର...

ଫେରୁଛନ୍ତି ମୋହସିନ! ଅନୁପମାଙ୍କ ବୋହୂଙ୍କ ସହ ରୋମାଣ୍ଟିକ ଫଟୋ ଭାଇରାଲ ପରେ…

ବମ୍ବେ: ଟେଲି ପରଦାକୁ ପୁଣି ଫେରୁଛନ୍ତି ଅଭିନେତା ମୋହସିନ ଖାଁ। ଅନୁପମାଙ୍କ ଗେହ୍ଲି ବୋହୂ କିଞ୍ଜଲ ଓରଫ ନିଧି ଶାହାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ...

‘କବୀର ସିଂ’କୁ ପଛରେ ପକାଇଲା ହ୍ରିତିକଙ୍କ ‘ସୁପର ୩୦’

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ...

୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ...

୧୨ ଜଣଙ୍କଠାରୁ ପ୍ରତାରିତ ହେବା ପରେ ଏମିତି କହିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ୧୯୯୪ରେ ସେ ମିସ୍‌ ଇଣ୍ଡିଆ, ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ।...

ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬।୧୦- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡର କଣ୍ଠଶିଳ୍ପୀ କୁମାର ସାନୁ। ଏ ନେଇ ଶୁକ୍ରବାର କୁମାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।...

Advertisement
Archives

Model This Week