Posted inଖେଳ

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କ ପରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ହେଲମେଟ୍‌ରେ ଚିହ୍ନ ଲଗାଇ ପଡିଆକୁ ଓହ୍ଲାଇଥାନ୍ତି। କିନ୍ତୁ ଭାରତୀୟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ କେବେ ବି ନିଜ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ନ ଥାନ୍ତି। ଏବେ ପ୍ରଶ୍ନ ଧୋନୀଙ୍କ ଭଳି ଜଣେ ଦେଶଭକ୍ତ ଏଭଳି କରନ୍ତି ନାହିଁ କାହିଁକି। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଛି। ଥରେ ଏକ ସାକ୍ଷାତକାରରେ ତାଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଉଇିକେଟ କିପିଂ କଲାବେଳେ ବେଳେବେଳେ ହେଲମେଟ୍‌ ତଳେ ରଖିବାକୁ ପଡିଥାଏ। ତେଣୁ ତ୍ରିରଙ୍ଗାକୁ ସେ କେବେ ତଳେ ପକାଇବାକୁ ଚାହାନ୍ତି ନାହିଁ। ଏହାଦ୍ୱାରା ତିରଙ୍ଗାକୁ ଅସମ୍ମାନ ହୋଇଥାଏ। ତେଣୁ ସେ ତାଙ୍କ ହେଲମେଟ୍‌ରେ ତିରଙ୍ଗା ଚିହ୍ନ ରଖନ୍ତି ନାହିଁ ଧୋନୀ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଭଳି ଉପଅଧିନାୟକ କେଉଁଠି ମିଳିବେ: ଶାର୍ଦ୍ଦୁଳ କହିଲେ ପଡ଼ିଆରେ କୋହଲି ନୁହନ୍ତି ବରଂ ରୋହିତ…

ଅହମ୍ମଦାବାଦ,୨୦।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଉଲ୍ଲେଖନୀୟ ବୋଲିଂ କରି ଭାରତୀୟ ଦଳକୁ ଜିତାଇଥିଲେ ଶାର୍ଦ୍ଦୁଳ ଠାକୁର। ହେଲେ ମ୍ୟାଚ୍‌ରେ ଏଭଳି ଏକ ସମୟ ଥିଲା...

ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ...

ଟେଷ୍ଟ କ୍ରିକେଟ୍‌ରେ ୧୧ ବର୍ଷ ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୧।୬:ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୧ ଜୁନ ୨୦ରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଜାମାଇକାର କିଙ୍ଗଷ୍ଟୋନରେ...

ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଗୁଜରାଟ

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌...

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି: ସ୍ମିଥ୍‌, ଲାବୁସେନଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି...

ଅଭ୍ୟାସ ମ୍ୟାଚ୍‌ରେ ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ...

ବାପା ଧୋନୀଙ୍କୁ ଏମିତି ଉପହାର ଦେଇ ଭାବୁକ କରିଦେଲେ ଜିଭା

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଦେଶ ବିଦେଶର କୋଟି କୋଟି ଫ୍ୟାନ୍‌, ସାଥୀ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ୩୯ ତମ ଜନ୍ମଦିନରେ ଧୋନୀଙ୍କୁ ଏକ...

ଜରିମାନା ଦେବେ ଭାରତ, ପାକିସ୍ତାନ ଦଳ

ନୂଆଦିଲ୍ଲୀ,୩୧।୮: ଏସିଆ କପ ୨୦୨୨ ଗ୍ରୁପ ଏ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳକୁ ‘ମନ୍ଥର ଓଭର ହାର’ ପାଇଁ ୪୦% ଜରିମାନା କରାଯାଇଛି। ଅନ୍ତର୍ଜାତୀୟ...

Advertisement
Archives

Model This Week