ଧଳା ପେଚା ଉଦ୍ଧାର

ବଉଳା, ୨୭।୬(ଡି.ଏନ.ଏ.)-ହାଟଡିହୀ ବ୍ଲକ ହଦଗଡ଼ ବନବିଭାଗ ଏକ ଧଳା ପେଚା ଉଦ୍ଧାର କରିଛି। ଜଳସରପୁର ଗ୍ରାମର ଅନାଦି ସ୍ବାଇଁଙ୍କ ଘର ଭିତରକୁ ଧଳା ପେଚାଟି ପଶିଯିବାରୁ ଫ୍ୟାନ ବ୍ଲେଡ଼ରେ ଆହତ ହୋଇପଡ଼ିଥିଲା। ଏହାକୁ ନେଇ ହଦଗଡ଼ ବନବିଭାଗକୁ ଖବର କରାଯିବାରୁ ବିଭାଗର ଦୁର୍ଯ୍ୟୋଧନ ପାଢ଼ୀ ଓ ପରମାନନ୍ଦ ମୁଣ୍ଡା ପହଞ୍ଚି ପେଚାକୁ ଉଦ୍ଧାର କରିଥିଲେ ା ଆହତ ପେଚାକୁ ମରୈଗଁା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ା ପରେ ତାକୁ ହଦଗଡ଼ ଜଙ୍ଗଲରେ ଛାଡ଼ିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ କେନ୍ଦ୍ରମନ୍ତ୍ରୀଙ୍କ ନିଖୋଜ ପୋଷ୍ଟର ଲାଗିବା ଘଟଣା: ଯୁବନେତାଙ୍କ ଗିରଫକୁ କଂଗ୍ରେସର ବିରୋଧ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ସହରରେ ଗତ ରବିବାର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି...

ଫକୀରପୁର ଯୁବକଙ୍କ ମୃତ୍ୟୁ ଘଟଣା : ଧୀରେ ଧୀରେ ଖୋଲୁଛି ରହସ୍ୟ

ଆନନ୍ଦପୁର,୨୪।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ଜୋର...

ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ବାସୁଦେବପୁର, ୨୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଭିଣୋଇଙ୍କ...

ସରକାରଙ୍କ ଆଇନକୁ ବେଖାତିର : ଦିନ ୧୧ଟା ପରେ ବି ଚାଲିଛି ନିର୍ମାଣ କାର୍ଯ୍ୟ

ଚମ୍ପୁଆ/ଯୋଡ଼ା, ୨୧ା୫(ଡି.ଏନ୍‌.ଏ.): ଦିନକୁ ଦିନ ତାପମାତ୍ରା ବଢ଼ି ୪୧ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଗୁଳୁଗୁଳି ସାଙ୍ଗକୁ ଟାଣଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ପାରଦ ବୃଦ୍ଧି...

ରୂପ୍‌ସା ଜଙ୍କଶନରେ ଫୁଟ୍‌ ଓଭରବ୍ରିଜ ନିର୍ମାଣ ତ୍ୱରାନ୍ବିତ:ଅନୁଧ୍ୟାନ କଲେ ଡିଆରଏମ୍‌

ରୂପ୍‌ସା, ୨୧।୭(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଚାଲିଥିବା ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ଶେଷ...

ଚାଷୀଙ୍କ ନୂଆ ଆଶା ‘ସୂର୍ଯ୍ୟମୁଖୀ’

କେନ୍ଦୁଝର, ୩୦ା୪(ସ୍ବ.ପ୍ର.): ସରକାର ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଅର୍ଥ ଆମଦାନୀ ଫସଲ ସୂର୍ଯ୍ୟମୁଖୀ, ବିରି, ମୁଗ। ଏହି ଚାଷୀଙ୍କୁ ପ୍ରୋତ୍ସାହନ...

କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ...

ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ

ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ...

Advertisement


Archives

Model This Week