Posted inଜାତୀୟ

ଧରା ପଡ଼ିଲା ଲୁଚାଛପାରେ ପାକିସ୍ତାନ ଯାଉଥିବା ଚାଇନା ଜାହାଜ: ରହିିଛି ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ

କାଣ୍ଡଲା,୧୭।୨: ପାକିସ୍ତାନକୁ ଲୁଚାଛପାରେ ଯାଉଥିବା ଏକ ଚାଇନା ଜାହାଜକୁ ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏଥିରେ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ରହିଥିବା କୁହାଯାଉଛି। ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏହି ଜାହାଜକୁ ଜବତ କରାଯାଇଛି। ଜାହାଜ ଉପରେ ହଂକଂର ପତାକା ରହିଛି। ଏହା କରାଚୀର କାସିମ୍‌ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ଜାହାଜଟି ଚାଇନାର ଜିୟାଙ୍ଗ୍‌ସୁ ପ୍ରଦେଶର ୟାଙ୍ଗସ୍ତୋ ନଦୀରୁ ଯାତ୍ରା ଆରମ୍ଭ କରିଥିଲା। ଡିଆର୍‌ଡିଓ ଅଧିକାରୀ ଜାହାଜରେ ଥିବା ସାମଗ୍ରୀର ଯାଞ୍ଚ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର...

ଉତ୍ସବ ପାଳନ କଲା ଭାଜପା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା , ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ବେଳେ...

ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…

ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି...

ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍‌ ବିରଳା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି।...

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି...

ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଯୋଗଗୁରୁ

ଅଯୋଧ୍ୟା,୪।୮: ଯୋଗଗୁରୁ ବାବା ରାମଦେବ ଭୂମି ପୂଜନରେ ସାମିଲ ହେବା ପାଇଁ ମଙ୍ଗଳବାର ଆଯୋଧ୍ୟାରେ ପହଞ୍ଚିଛନ୍ତି। ଆଯୋଧ୍ୟା ପହଞ୍ଚିବା ପରେ ପତଞ୍ଜଳି ଯୋଗପୀଠର କର୍ମକର୍ତ୍ତାମାନେ ତାଙ୍କୁ...

କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧...

ଭାରତ ଆସିବେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌

ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର...

Advertisement
Archives

Model This Week