ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ଆନନ୍ଦପୁର,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ରାସ୍ତା ପାର ହୋଇ ସ୍କୁଲକୁ ଯାଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ରାସ୍ତାରୋକ ହଟିିଥିଲା। ଛାତ୍ରୀ ଜଣକ ସ୍ଥାନୀୟ ଦିନବନ୍ଧୁ ଜେନାଙ୍କ ୬ବର୍ଷର ଝିଅ ଶ୍ରାବଣୀ। ସେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଅପରପକ୍ଷରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇସ୍କୁଲ ବାରଣ୍ଡାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା,୨୩।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ସ୍ଥିତ ପଞ୍ଚାୟତ ହାଇସ୍କୁଲ ବାରଣ୍ଡାରୁ ଶନିବାର ସକାଳୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର...

ରାସ୍ତାପାର୍ଶ୍ୱକୁ ଓଲଟିପଡ଼ିଲା ଲୁହାବୋଝେଇ ଟ୍ରକ୍‌

କୋଳିମାଟି,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାର ୨୦ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନରେ ଥିବା କନ୍ତୋମୂଶଳ ପୋଲ ନିକଟରେ ରବିବାର ପୂର୍ବାହ୍ନରେ ଏକ ଲୁହାବୋଝେଇ ଟ୍ରକ ଓଲଟି...

ରଜନୀରାଣୀ ହେଲେ ଆନନ୍ଦପୁର ପୌରାଧ୍ୟକ୍ଷା

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାର ନୂତନ ପୌରାଧ୍ୟକ୍ଷା ଭାବେ ରଜନୀରାଣୀ ଖଟୁଆ ନିର୍ବାଚିତ ହୋଇଛନ୍ତି। ଆନନ୍ଦପୁର ପୌରପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ...

ଚୋରା ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ପାଟଣା,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ତହସିଲ ଉଦୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବୈତରଣୀ ନଦୀର ଜୁମେଇଁ ଘାଟରୁ ସୋମବାର ପୂର୍ବାହ୍ନରେ ବେଆଇନ ଚୋରା ବାଲି...

ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ...

ବିଲରୁ ମିଳିଲା ମୃତଦେହ

ପାଟଣା,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ଗ୍ରାମ ରାସ୍ତାକଡ଼ ଏକ ବିଲରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ...

ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ...

ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ

ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି।...

Advertisement
Archives

Model This Week