ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କେମିତି ଗଣିବେ ନାହିଁ କହୁନାହାନ୍ତି ? ତାକୁ ନେଇ ତାଙ୍କ ମନରେ କେତେ ଆଶା। କଥାଟି କ’ଣ ଜାଣନ୍ତି ? କେହି କେହି ଭାବୁଥିବେ ଯେ ପ୍ରେମିକା ନତାଶା ଦଲାଲଙ୍କ ସହ ବୋଧହୁଏ ବିବାହ ବନ୍ଧନରେ ଆବଦ୍ଧ ହେବେ। ହେଲେ ପ୍ରକୃତ କଥା ହେଲା ତାଙ୍କ ଅଭନୀତ ‘ଷ୍ଟିିଟ୍‌ ଡ୍ୟାନ୍ସର ଥ୍ରୀଡି’ ଚଳିତ ମାସ ୨୪ରେ ରିଲିଜ ହେଉଛି। ଦେଖିଲାବେଳକୁ ଦିନ କେଇଟା। ତେଣୁ କେବେ ଏହି ଶୁଭ ଦିନ ଆସିବ ତାକୁ ନେଇ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି ବରୁଣ। ଫିଲ୍ମଟିର ପ୍ରଯୋଜନା କରୁଛନ୍ତି ଭୂଷଣ କୁମାର, କ୍ରିଷନ କୁମାର ଏବଂ ଲିଜଲି ଡି’ସୌଜା। ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡି’ସୌଜା। ଏହି ଫିଲ୍ମରେ ବରୁଣଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ନୋରା ଫତେଇ ଏବଂ ଶ୍ରଦ୍ଧା କପୁର।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି

ବଲିଉଡ ଭାଇଜାନ୍‌ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି...

ଶାଶୁଘର ଲୋକଙ୍କ ଭୟରେ ପରଦାରେ ବୋଲ୍ଡ ସିନ୍‌ କରିବାକୁ ଡରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୬୦ ରୁ ୭୦ ଦଶକରେ ପରଦାରେ ରାଜ୍‌ କରୁଥିଲେ ଚୁଲ୍‌ବୁଲି ଅଭିନେତ୍ରୀ ମମତାଜ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ...

ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି...

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

‘ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଲେ ପ୍ରୀତି: ପୁରସ୍କାର ରୂପେ ଟ୍ରଫି, ୧୫ ଲକ୍ଷର ଚେକ୍‌

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଉଛନ୍ତି ପ୍ରୀତି ଭଟାଚାର୍ଯ୍ୟ। ଅକ୍ଟୋବର ୬ରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ...

ବିଗ ବି ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ରେଖା, ଟାଇଗରଙ୍କ ଏମିତି ଉତ୍ତରରେ ଚମକି ପଡିଲେ କରନ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ‘କଫି ୱିଥ କରନ’ । ନିକଟରେ ଏହି ଶୋ’ର ଅତିଥି ସାଜିଥିଲେ ବଲିଉଡ ନାୟକ ଟାଇଗର...

ଧମାଲ କଲା ତମନ୍ନାଙ୍କ ନାଚ, ଅବିନାଶଙ୍କ ଗୀତ

ଭୁବନେଶ୍ୱର,୪।୨ (ବ୍ୟୁରୋ): କୁମ୍ଭମେଳା ଅବସରରେ ଖଣ୍ଡଗିରି ଓଟିଡିସି ପାନ୍ଥିକାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ଚାଲିଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ...

ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ...

Advertisement
Archives

Model This Week