ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର ପାସର ଗାଁବାସୀ ଗଛ୍‌ କାଟୁଥିଲେ ବି ବନବିଭାଗ ଜାନିଶୁନି ତୁମ୍‌ପଡ଼ିଥିବାର ଅଭିଯୋଗ ହେଉଛେ। ସେନ୍‌ତା ରାଜସ୍ବ ବିଭାଗର ରେକର୍ଡରେ ଜଂଗଲଟା ଥିଲେ ବି ବିଭାଗ ଇ ଦିଗେ ପଦକ୍ଷେପ ନେବାର ଜାଗାରେ ଚୁପ୍‌ମାରି ବସିଛେ। ଦିନୁଦିନ୍‌କେ ଜଂଗଲଟା ପଦା ହେଲାବେଲେ ପାସର ରଙ୍ଗମାଟିଆ ପାହାଡ଼ ଉପରେ ବିପଦ ଦେଖାଦେଇଛେ। କଣ୍ଟାମାଳ ରେଞ୍ଜର ଦପଲା ପଁଚେତ୍‌ର ଚନ୍ଦନିଆ ଗାଁ ପାସେ ରହିଛେ ଇ ରଙ୍ଗମାଟିଆ ପାହାଡ଼। ଇ ପାହାଡ଼କେ ଘେରି ରହିଛେ ଘଁଚ୍‌ ଜଂଗଲ। ରାଜସ୍ବ ରେକର୍ଡରେ ଥିବାର ଇ ଜଂଗଲରେ ଶାଲ, ଧଉରା, କେଁଦୁ ଲେଖେଁ ଦାମ୍‌କିଆ ଗଛ ରହିଛେ। ପାହାଡ଼କେ ଘେରି ରହିଥିବାର ଇ ପରାକୁତିକ ଜଂଗଲରେ ଅନେକ ପରକାର ଜଂଗଲି ଜୀବ୍‌ଜଁତୁ ବି ରହିଛନ୍‌। ବନେ ଖଁଡ଼େ ଇଲାକାରେ ରହିଥିବାର ଇ ଜଂଗଲର କେଁଦୁପତର ଆର ଜଂଗଲଜାତ୍‌ ଦରବ୍‌ ଉପରେ ନିରଭର କରି ଅନେକ ଲୋକ୍‌ ନିଜର କୁଟୁମ ପୁଷୁଛନ୍‌। ହେଲେ ଗଲା ମାସେ ହେବା ଇ ଜଂଗଲକେ ଥାନୀୟ କେତେ ଲୋକ୍‌ ପଦା କରବାରେ ଲାଗିଛନ୍‌। ଫିଦିନ୍‌ ଦଲ ଦଲ ହେଇ ଲୋକ୍‌ ଟଂଗିଆ ଧରି ଜଂଗଲକେ ଯାଉଛନ୍‌ ଆର ଅନେକ ଦାମ୍‌କିଆ ଗଛଖୁଁଟ କାଟିଆନୁଛନ୍‌। ଲୋକ୍‌ ଏନ୍‌ତା ହିସାବେ ଇ ଜଂଗଲ କାଟବାରେ ଲାଗିଛନ୍‌ ଯେ ଝନେ ଆଁଖିଥି ନାଇଁ ଦେଖ୍‌ଲେ ବିଶାସ୍‌ କରି ନାଇଁପାରେ। ଏହେଦେ ଇ ଘଁଚ୍‌ ଜଂଗଲର ଅନେକ ଜାଗା ପଦା ହେଇ ଚଁଦା ଦିଶବାର ସଂଗେ ତଲର ରଂଗମାଟି ଦିଶିଗଲାନ। ଆଉର ମାସେ ଦୁଇମାସ ଏନ୍‌ଥେଇ ଚାଲ୍‌ଲେ ଜଂଗଲଟା ପୂରା ସଫା ହେଇଯିବା। ପାହାଡ଼ ତଲର ଇ ଜଂଗଲ ବରଷା ଦିନେ ପାହାଡ଼ର ମାଏଟ୍‌ ଧସ୍‌ବାରୁ ବଁଚଉଛେ। ଇଥିରଲାଗି ବନବିଭାଗ ଆସର ପାସର ଗାଁବାସୀକୁ ସଚେତନ କରବାର ଜାଗାରେ ଚୁପ୍‌ମାରି ବସିଛେ। ଇ ବାବ୍‌ଦେ ବନବିଭାଗ ରେଞ୍ଜର ଦିଲୀପ କୁମାର ଦିଗାଲ କହିଛନ୍‌ ଯେ, ଆମର ପାସେ ପାହାଡ଼ ତଲର ଜଂଗଲରେ ଗଛକଟା ହେଉଥିବାର ଖବର ରହିଛେ। ହେଲେ ଜାଗାଟା ଗ୍ରାମ୍ୟ ଜଂଗଲ ରେକର୍ଡରେ ନାଁଇଁନ, ରାଜସ୍ବ ବିଭାଗର ରେକର୍ଡରେ ରହିଛେ। ଯେନ୍‌ଥିରଲାଗି ଆମେ ପଦକ୍ଷେପ ନାଇଁ ନେଇପାରବାର। ହେଲେ ଇ ଦିଗେ ପଦକ୍ଷେପ ନେବାର ଚେଷ୍‌ଟା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ,...

ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା

ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣବଳାତ୍କାର

କୁଚିଣ୍ଡା,୨୯ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣବଳାତ୍କାର କରାଯାଇଛି। ଏ ନେଇ ଥାନାରେ...

ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ...

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ...

ଆଜି ଗଣପର୍ବ ନୂଆଁଖାଇ: ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ

ସମ୍ବଲପୁର, ୨୩।୮ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ରବିବାର ପାଳିତ ହେବ। ମହାମାରୀ କରୋନା ସତ୍ତ୍ବେ ଗଣପର୍ବ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ...

ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା

ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ...

ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ...

Advertisement
Archives

Model This Week