ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ସହଜରେ ବାହାରିବାର ଉପାୟ ଜାଣନ୍ତୁ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କଲେ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି। ସହଜରେ ତଣ୍ଟିରୁ କଣ୍ଟା ବାହାରିଯିବ। ଜାଣନ୍ତୁ ଏ ସମ୍ପର୍କରେ…

ଶୁଖିଲା ରୁଟି : ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ଶୁଖିଲା ରୁଟିକୁ ଗିଳିଦିଅନ୍ତୁ। ଏହା ଦ୍ୱାରା ସହଜରେ ତଣ୍ଟିରୁ କଣ୍ଟା ବାହାରି ଯାଇଥାଏ।

ଅଲିଭ ଅଏଲ : ତଣ୍ଟିରୁ ମାଛକଣ୍ଟା ବାହାରୁ ନ ଥିଲେ ସଙ୍ଗେ ସଙ୍ଗେ କିଛି ଅଲିଭ ଅଏଲକୁ ପିଇ ଦିଅନ୍ତୁ। ଦେଖିବେ କଣ୍ଟା ବାହାରିବାରେ ଏହା ଏକ ଭଲ ଉପାୟ।

ପାଚିଲା କଦଳୀ : ତଣ୍ଟିରୁ ମାଛକଣ୍ଟା ବାହାର କରିବା ପାଇଁ ଆଉ ଏକ ସହଜ ଉପାୟ ହେଲା ପାଚିଲା କଦଳୀକୁ ଗିଳିଦେବା। କଦଳୀ ଗିଳିବା ଦ୍ୱାରା କଣ୍ଟା ଭିତରକୁ ଚାଲିଯାଏ।

ଭାତ : ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ଆଦୌ ବ୍ୟସ୍ତ ନ ହୋଇ ଶୁଖିଲା ଭାତକୁ ଗୁଣ୍ଡା କରି ଗିଳି ଦିଅନ୍ତୁ। ଦେଖିବେ ସଙ୍ଗେ ସଙ୍ଗେ କଣ୍ଟା ବାହାରି ଯିବ।

ଚୁଡ଼ା : କଞ୍ଚା ଚୁଡ଼ାକୁ ଭିଜାଇ ତାହାକୁ ବଲ୍‌ ଆକାର କରି ଗିଳି ଦିଅନ୍ତୁ। କଣ୍ଟା ବାହାରିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ...

ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ

ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ...

ପ୍ରେମର ବାସ୍ତବ ଅର୍ଥ ଯିଏ ବୁଝିଛି, ସେ ଭବବାନଙ୍କୁ ପାଇ ସାରିଛି: ଜାଣନ୍ତୁ କେଉଁ ମୂଲ୍ୟବୋଧ ବିଷୟରେ…

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି...

ନିଦ୍ରା ଅଭାବ ଲୋକଙ୍କୁ ଅଧିକ ସ୍ବାର୍ଥ୍ୟପର କରିଥାଏ

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକ ରହିଛି। ଯଦି ସଠିକ୍‌ ମାତ୍ରାରେ ନ ଶୋଇବା ତା’ହେଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ...

ସୁସ୍ଥ ରଖେ ସ୍ବଚ୍ଛତା…

ନାରୀ ଜୀବନର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା ହେଉଛି ପିରିୟଡ୍‌ସ। ହେଲେ ଏହାକୁ ନେଇ ଏବେବି ସମାଜରେ ଅନେକ କୁସଂସ୍କାର ଭରି ରହିଛି। ଫଳରେ ଲଜ୍ଜାବଶତଃ...

ଜାଣନ୍ତୁ ଜୁସ ପିଇବାର ଉପଯୁକ୍ତ ସମୟ

ବିଭିନ୍ନ ପ୍ରକାର ଫଳର ଜୁସ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଭାବେ ଏହି ଜୁସ ସାହାଯ୍ୟ...

ଅବସାଦ ଦୂର କରିବାର ନୂଆ ଉପାୟ

ଆଜିକାଲି ଅନେକ କେତେକ କାରଣରୁ ଅବସାଦଗ୍ରସ୍ତ ହେଉଛନ୍ତି। କେତେକ କାରଣ ଏଥିପାଇଁ ଦାୟୀ। ହେଲେ ଅବସାଦରୁ ରକ୍ଷା ପାଇବାର ସହଜ ତଥା ସରଳ ଉପାୟ ହାତପାହାନ୍ତାରେ...

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ।...

Advertisement
Archives

Model This Week