ଡାଇବେଟିସ ଦୂର କରିବ ଆମ୍ବପତ୍ରରୁ ପ୍ରସ୍ତୁତ ମଦ

ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍‌କହଲ ରହିଛି। ଏହି ମଦ ଡାଇବେଟିସ୍‌ ଏବଂ ମେଦବହୁଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ମଦ ପ୍ରସ୍ତୁତି ପାଇଁ ୪୦-୪୫ ଦିନ ସମୟ ଲାଗିବ। ଏଥିରେ ଗ୍ଲୁକୋଜ, କାର୍ବୋହଇଡ୍ରେଟ୍‌, ପେପ୍ଟାନ୍‌ ପ୍ରୋଟିନର ମିଶ୍ରଣ ହୋଇଛି। କୌଣସି ଏକ ମେଡିସିନ୍‌ କମ୍ପାନୀ ସହିତ ଏମ୍‌ଓୟୁ ସାଇନ୍‌ ପାଇଁ ପ୍ରୟାସ ଜାରି ରହିଛି।
ଆମ୍ବପତ୍ରରେ ଥିବା ଗ୍ୟାଲିକ୍‌ ଏସିଡ୍‌, ପାରାସିଟିନ୍‌, କାଟେଚିନ୍‌ ଶରୀରରେ କୌଣସି କ୍ଷତି ହେବାକୁ ଦିଏନାହିଁ। ଏଥିରେ ଥିବା ଭିଟାମିନ୍‌ ସି’ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ କ୍ୟାଲସିୟମ ମଧ୍ୟ ରହିଛି। ଯାହା ହାଡ଼କୁ ମଜଭୁତ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ...

ଶରୀର ପାଇଁ ଉପକାରୀ

ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। ଯେମିତିକି: ଅଦା-ରସୁଣ: ଭୋକ...

ମେଡିକ୍ଲେମ୍‌ ପ୍ଲାନ୍‌

ଆଜିର ଲାଇଫ୍‌ଷ୍ଟାଇଲ ଏମିତି ହୋଇଗଲାଣି କାହାର କେତେବେଳେ ଶରୀର ଅସୁସ୍ଥ ହେବ ତାହା କେହି ଜାଣି ନ ଥାନ୍ତି। ଏସବୁ ଦିଗକୁ ଲକ୍ଷ୍ୟ କରି ଭବିଷ୍ୟତରେ...

ସ୍ବାମୀଙ୍କ ଉପରେ ହୁକୁମ ଚଲାନ୍ତି ଏହି ରାଶିର ମହିଳା; ହେଲେ ଏମାନଙ୍କ ପ୍ରେମରେ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ...

ଆକର୍ଷଣୀୟ ତ୍ୱଚା ପାଇଁ..

ବୟସ ଯାହା ବି ହୋଇଥାଉ ତ୍ୱଚାର ଦେଖାଶୁଣା କରିବା ନିହାତି ଆବଶ୍ୟକ। ଏବେ ଲକ୍‌ଡାଉନ୍‌ ପାଇଁ ଘରେ ଅଧିକାଂଶ ସମୟ ବିତାଉ ଥିବାରୁ ବିଭିନ୍ନ ପ୍ରକାରର...

ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ...

ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍‌ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ...

ଏକ୍ସାଇଟେଡ ଡେଲିରିଅମ ହୋଇପାରେ ବି କ୍ଷତିକାରକ…

ଏକ୍ସାଇଟେଡ ଡେଲିରିଅମ ନାମକ ସମସ୍ୟ ଯୋଗୁ କେତେକଙ୍କର ସାଧାରଣ ଜୀବନ ଶୈଳୀରେ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାକୁ ଡାକ୍ତର ଏଜିଟେଟେଡ ଡେଲିରିଅମ ମଧ୍ୟ କହିଥାନ୍ତି। ଏଭଳି...

Advertisement
Archives

Model This Week