ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା କହଲାତା ହେ’ରେ ସେ ନଜର ଆସନ୍ତି। ଧାରାବାହିକରେ ପାରମ୍ପରିକ ପୋଷାକ ତଥା ସଂସ୍କାରକୁ ଜାବୁଡ଼ି ଧରିଥିବା ସ୍ବାତୀ କିନ୍ତୁ ପ୍ରକୃତ ଜୀବନରେ ଏହାର ଓଲଟା। ସେ ବେଶ ଗ୍ଲାମରସ୍‌। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ ରୁହନ୍ତି। ଯେ କେହି ତାଙ୍କ ଇନ୍‌ଷ୍ଟା ପ୍ରୋଫାଇଲ ଦେଖିଲେ ଏହା ଜାଣିପାରିବ। ଏକାକି ଅଥବା ଅଭିନୟ ଦୁନିଆର ବନ୍ଧୁମାନଙ୍କ ସହ ବିଶେଷ ମୂହୁର୍ତ୍ତର ଅନେକ ଫଟୋ ଶେୟାର କରନ୍ତି ସ୍ବାତୀ, ଯାହାକୁ ହଠାତ୍‌ ଦେଖିଲେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପାରେ। ନିଜର ବ୍ୟସ୍ତ କର୍ମ ଜୀବନ ମଧ୍ୟରୁ ସମୟ ବାହାର କରି ପାର୍ଟି କରନ୍ତି ସ୍ବାତୀ। ଏସବୁ ଦେଖିଲେ ତାଙ୍କ ପାଇଁ ‘ଏଜ୍‌ ଇଜ୍‌ ଜଷ୍ଟ ଏ ନମ୍ବର’ ବୋଲି ଉକ୍ତି ପ୍ରଜୁଯ୍ୟ ବୋଲି କୁହାଯାଇପାରେ। ପୂର୍ବରୁ ସେ ଇସ୍‌ ପ୍ୟାର କୋ କ୍ୟା ନାମ୍‌ ଦୁଁ , ସସୁରାଲ ସିମର କା ଭଳି ହିଟ୍‌ ଧାରାବାହିକରେ କାମ କରି ବାହାବାଃ ସାଉଁଟିଛନ୍ତି। ଏଥିସହ କିଛି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ରଜ୍ଜୋ,ରୋଡ୍‌ ଟୁ ସଙ୍ଗମ୍‌ ଆଦି ଫିଲ୍ମ ଏଥିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ...

ଦୁବାଇରେ ଶ୍ରୀଦେବୀଙ୍କ ସହ ହୋଟେଲ୍‌ରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ସେହି କାଳରାତ୍ରୀର ସତ

ବମ୍ବେ: ବଲିଉଡର ‘ଚାନ୍ଦନୀ’ ହଠାତ୍‌ ଦୁନିଆରୁ ବିଦାୟ ନେବେ ବୋଲି କେହି ବି ଭାବି ନ ଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ତାଙ୍କ ପ୍ରଶଂସକ, ପରିବାର ସହ...

‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ...

ରିଲିଜ୍‌ ପୂର୍ବରୁ ଫିଲ୍ମରେ ହେଲା ପରିବର୍ତ୍ତନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ରିଲିଜ୍‌ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ସେତିକି ଉତ୍ସାହିତ ଅଛନ୍ତି। ‘ଜୱାନ’ର...

୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

୮ ବର୍ଷର ଜଣେ ଝିଅ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

ଗଙ୍ଗାରେ ହେଲା ସୁଶାନ୍ତଙ୍କ ଅସ୍ଥି ବିସର୍ଜନ

ପାଟନା, ୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗୁରୁବାର ଗଙ୍ଗାରେ ବିସର୍ଜନ କରାଯାଇଛି। ତାଙ୍କ ପିତା ଓ ପରିବାର ସଦସ୍ୟ ମିଶି ଗଙ୍ଗାରେ...

Advertisement
Archives

Model This Week