ଜୁଆଣିପାଣିରେ ଭରି ରହିଛି ଏସବୁ ଔଷଧୀୟ ଗୁଣ

ଜୁଆଣି ପାଣିରେ ଅନେକ ଔଷଧିୟ ଗୁଣ ଭରିରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହ ହଜମ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। ପ୍ରାୟ ୫୦ ଗ୍ରାମ ଜୁଆଣିକୁ ଗୋଟିଏ ଗ୍ଲାସ ପାଣିରେ ରାତିରେ ଭିଜାଇ ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଫଳରେ ଓଜନ ହ୍ରାସ ପାଇବ। ସେହିପରି ରାତିରେ ଗୋଟିଏ ଗ୍ଲାସ ପାଣିରେ ଚାମୁଚେ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଖାଲି ସେତିକି ନୁହେଁ ମୁଣ୍ଡବିନ୍ଧା, ବଦହଜମୀ, ପେଟ ଓ ବାନ୍ତି ପରି ଅନେକ ସମସ୍ୟା ଦୂର ହେବାରେ ଜୁଆଣିପାଣି ଅବ୍ୟର୍ଥ ଭାବେ କାମ କରିଥାଏ। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି ଡାଇବେଟିସ ରୋଗୀଙ୍କ ପାଇଁ ଏହା ମହୋଷଧି ଭାବେ କାମ କରିଥାଏ। ଜୁଆଣି ପାଣି ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ଉପାୟରେ ହଟାନ୍ତୁ ଭାତୁଡ଼ି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଧ୍ୟ ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ:...

କେତେ ମାସ ପର୍ଯ୍ୟନ୍ତ ରହିବ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଏପରି…

ଓ୍ବାଶିଂଟନ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ...

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହାକୁ

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଖାଇବାକୁ କେବଳ ଯେ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ...

ଲିଭର ନଷ୍ଟ ହେଲେ ଜାଣିବେ କେମିତି

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ...

ଚିମୁଟାଏ ଲୁଣ ବଦଳାଇ ଦେବ ଭାଗ୍ୟ, ଘରେ ରହିବନି ଟଙ୍କାର ଅଭାବ

ଲୁଣ ସହିତ ପ୍ରାୟ ସମସ୍ତେ ପରିଚିତ। ମାତ୍ର ଆପଣ କ’ଣ ଏହା ଜାଣନ୍ତି ଲୁଣ ଘରେ ନକାରାତ୍ମକ ଶକ୍ତି ଦୂର କରିଥାଏ। ବାସ୍ତୁ ଅନୁଯାୟୀ ଲୁଣ...

ସକାଳର କେତୋଟି ଭୁଲ ଯୋଗୁ ହୁଏ ମେଦବହୁଳତା!

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ଏହାର କାରଣ ଆମ ଜୀବନଶୈଳି ବୋଲି କୁହାଯାଉଛି । ଅନେକ ଲୋକଙ୍କର ଏବେ...

ଅପମାନ ଦେଇଥିବା ଲୋକକୁ କିପରି କରିବେ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର...

Advertisement
Archives

Model This Week