କୋରାପୁଟରେ ଟିଡିସିସି ମାଧ୍ୟମରେ ନିର୍ମାଣ ହେବ କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଥିବାବେଳେ ଏହି ଚାଷକୁ ଅଧିକ ଲୋକାଭିମୁଖୀ ନେଇ ଜିଲା କଫି ଉନ୍ନୟନ ଟ୍ରଷ୍ଟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଫିକୁ ଜାତୀୟ ମାନ୍ୟତା ପ୍ରଦାନ ନେଇ ଚାଷକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହ କୋରାପୁଟସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ଥିବା ତାଲିମ କେନ୍ଦ୍ର ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଟିଡିସିସି ମାଧ୍ୟମରେ ଏକ କଫି ପ୍ରକ୍ରୟାକରଣ କେନ୍ଦ୍ର ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଜିଲାରେ ଥିବା ଆଦିବାସୀ ଜନଜାତିଙ୍କ ଆର୍ଥିକ ବିକାଶ ନେଇ ଏହି କଫି ଚାଷ ଉପରେ କଫି ଟ୍ରଷ୍ଟ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା କଫି ଉପନିର୍ଦେଶକ ଭବାନୀ ଶଙ୍କର କାଲୋ ପ୍ରକାଶ କରିଥିଲେ ା ବୈଠକରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, ଜିଲା ଜଳିବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା କଫି ଉପନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, କଫିବୋର୍ଡର ଲିଆଇସନିଂ ଅଧିକାରୀ ଅଜିତ କୁମାର ରାଉତ, ସହକାରୀ କଫି ଉପନିର୍ଦ୍ଦେଶକ ଦୟାନିଧି ବାଗ୍‌ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଥିବା ହିରାଧରବାଟି କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି...

ଆତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡ ହାତୀ

ସଜନାଗଡ଼, ୧୭ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୨୮ ଝାଡ଼ଖଣ୍ଡ ହାତୀ ଓ ୫ ଛୁଆ ହାତୀ...

ଆଉ ଦେଖିବାକୁ ମିଳୁନି ମେଘଦୂତ ପୋଷ୍ଟକାର୍ଡ

ଜଗତ୍‌ସିଂହପୁର ଅଫିସ, ୪।୩: ଡାକସେବାରେ ମେଘଦୂତ ପୋଷ୍ଟକାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୦ କୋଟିରୁ ଊର୍ଦ୍ଧ୍ୱ ସାଧାରଣ ଜନତା ତଥା ଗରିବଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର...

ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ...

ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ...

ଖୁଣ୍ଟ ପୋତାଯାଇଛି, ଜଳୁନି ଲାଇଟ୍‌

ଚମ୍ପୁଆ,୧୨।୧୨(ଡି.ଏନ.ଏ.)-ଏନଏସି ଗଠନ ପରେ ଜନସାଧାରଣଙ୍କୁ ମିଳିବାକୁ ଥିବା ମୌଳିକ ସୁବିଧା ପାଇବାରୁ ଏନଏସିବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏନଏସି ଓ ବିଦ୍ୟୁତ ବିଭାଗ ପରସ୍ପରକୁ...

ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨...

ସ୍ବତନ୍ତ୍ରତା ବଜାୟ ରଖିଛି ଦଣ୍ଡନୃତ୍ୟ

ବଅଁରପାଳ, ୧୩ା୪ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପରମ୍ପରା ବେଶ୍‌ ପୁରାତନ। ଶୈବ ଧର୍ମ ଉପରେ ଏହା ସମ୍ପୂର୍ଣ୍ଣ ଆଧାରିତ। ଭଗବାନ ଶିବଙ୍କ ଉପାସନା ଏହି...

Advertisement
Archives

Model This Week