Posted inଖେଳ

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଷ୍ଟାର୍‌ ଖେଳାଳି ତଥା ଅଧିନାୟିକା ରାନୀ ରାମପାଲ ସ୍ଥାନ ପାଇଛନ୍ତି। ଆଘାତଜନିତ ସମସ୍ୟା ଲାଗି ରାନୀ ନିକଟରେ ଅନୁଷ୍ଠିତ ମାଲେସିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ ଖେଳିପାରି ନ ଥିଲେ। ଦୁଇ ସପ୍ତାହ ଧରି ହେବାକୁ ଥିବା ଏହି କ୍ୟାମ୍ପ୍‌କୁ କିନ୍ତୁ ରାନୀ ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତା ୪ରେ ଏହି ୬୦ ଜଣିଆ ଖେଳାଳି ତାଲିକାରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌ ଚୟନ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ‘ଏହି କ୍ୟାମ୍ପ୍‌କୁ କିଛି ନୂତନ ପ୍ରତିଭାଧାରୀ ଖେଳାଳି ଆସିଛନ୍ତି, ଯାହାଙ୍କ ଦକ୍ଷତାକୁ ଏଠାରେ ପରଖାଯିବ। ଖେଳାଳିମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ କରିବେ’ ବୋଲି ଜାତୀୟ ମହିଳା ହକି ଦଳର କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଏହି ୬୦ ଜଣିଆ କ୍ୟାମ୍ପ୍‌ରେ ଦୀପ୍‌ଗ୍ରେସ ଏକ୍କା, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ନମିତା ଟପ୍ପୋଙ୍କ ପରି ଓଡ଼ିଶାର କିଛି ପ୍ରମୁଖ ଖେଳାଳି ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁକ୍ରବାର ନାଗପୁରରେ ଟିମ୍‌ ଇଣ୍ଡିଆ-ଅଷ୍ଟ୍ରେଲିଆ ଭେଟ, ବିଦର୍ଭ ଷ୍ଟାଡିୟମରେ ୬ ବର୍ଷ ଧରି ପରାଜିତ ହୋଇନି ଭାରତୀୟ ଦଳ…

ନୂଆଦିଲ୍ଲୀ, ୨୨।୯ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ମ୍ୟାଚ ନାଗପୁରର ବିଦର୍ଭ...

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍‌ ପଠାନ କହିଲେ ଏପରି…

ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍‌ ପଠାନ କହିଛନ୍ତି।...

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ...

ପ୍ରାକ୍ତନ ଖେଳାଳିଙ୍କ ଭବିଷ୍ୟବାଣୀ : ଏହି ଦଳ ପୁଣି ଥରେ ଚାମ୍ପିୟନ ହେବ

ଚେନ୍ନାଇ, ୭ା୪ : ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲର ୧୪ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ଆରମ୍ଭ...

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ...

ସିଏସ୍‌କେକୁ ଫେରିବାକୁ ପ୍ରସ୍ତୁତ ଏହି ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୧।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ...

ଅରୁଣ ଜେଟ୍‌ଲିଙ୍କ ନାମରେ ନାମିତ ହେବ କୋଟ୍‌ଲା ଷ୍ଟାଡିୟମ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ସ୍ଥାନୀୟ ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମର ନାମ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ନାମରେ ନାମିତ ହେବ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)...

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧...

Advertisement
Archives

Model This Week