Posted inଖେଳ

ଜସମିନ, ଆର୍ଯ୍ୟମାନଙ୍କୁ ଭବ୍ୟସ୍ବାଗତ

ଭୁବନେଶ୍ୱର, ୨୮।୪(ସ୍ପୋଟର୍‌ସ ବ୍ୟୁରୋ)- ଲାସ ଭେଗାସରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଆମେରିକା ଓପନ କରାଟେ ଚାମ୍ପିୟନଶିପ୍‌ରେ ଭାଗନେଇ ଶନିବାର ଫେରିଥିବା ଜସମିନ ପାର୍ଥସାରଥି ମିଶ୍ର ଓ ଆର୍ଯ୍ୟମାନ ମିଶ୍ରଙ୍କୁ ଏଠାରେ ଭବ୍ୟ ସ୍ବାଗତ କରାଯାଇଛି। ରାଜ୍ୟଗୋଷ୍ଠୀ ପଦକଧାରୀ ଓଡ଼ିଶା କରାଟେକା ଜସମିନ ଆମେରିକା ଓପନ କରାଟେରେ ରୌପ୍ୟ ପଦକ ପାଇଥିଲେ। ୧୦-୧୧ ବର୍ଷ ବାଳିକା କାଟେଗୋରି କାଟାରେ ସେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଆମେରିକା କରାଟେକା ବେନାମି ସାଞ୍ଜେଜଙ୍କଠାରୁ ହାରି ଯାଇଥିଲେ। ଫାଇନାଲରେ ପ୍ରବେଶ ପଥରେ ସେ ଅନ୍ୟ ଦୁଇ ଆମେରିକା ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ। ଫାଇନାଲରେ ସାମାନ୍ୟ ତ୍ରୁଟି ମହଙ୍ଗା ପଡ଼ିଲା ବୋଲି ସ୍ବୀକାର କରିଛନ୍ତି ଜସମିନ। ଆର୍ଯ୍ୟମାନ ପଦକ ଜିତିପାରି ନ ଥିଲେ ହେଁ ଏହି ପ୍ରତିଯୋଗିତାରୁ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌

କେପ୍‌ ଟାଉନ୍‌, ୯ା୨: କେପ୍‌ ଟାଉନ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ନିଜ ଆଧିପତ୍ୟ ବିସ୍ତାର କରିବାକୁ...

ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା...

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଇନ୍ଦୋର,୧୨।୧୧: ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା...

ରେଗାସା, ଚେପ୍‌ଟାଇ ଜିତିଲେ ଦିଲ୍ଲୀ ହାଫ୍‌ ମାରାଥନ

ନୂଆଦିଲ୍ଲୀ, ୧୭ା୧୦(ପି.ଟି.): ଇଥିଓପିଆର ଚାଲା ରେଗାସା ଏବଂ କେନିଆର ଇରିନେ ଚେପ୍‌ଟାଇ ଯଥାକ୍ରମେ ବେଦାନ୍ତ ଦିଲ୍ଲୀ ହାଫ୍‌ ମାରାଥନ ପୁରୁଷ ଓ ମହିଳା ଟାଇଟଲ ହାସଲ...

କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର...

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ: ଗୋପୀଚାନ୍ଦ

ନୂଆଦିଲ୍ଲୀ,୪।୧(ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଏଥର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଭାରତର ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି।...

Advertisement
Archives

Model This Week