ଜନ୍ମଦିନରେ ରୋମାଣ୍ଟିକ ହେଲେ ସୋନମ କପୁର

ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କୁମାରଙ୍କ ତନୟା ସୋନମ କପୁର ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡରେ ହିରୋଇନ ଭାବେ ଡେବ୍ୟୁ କରିଥିବା ସୋନମ ଅନେକ ହିଟ୍‌ ଫିଲ୍ମର ନାୟିକା ସାଜିଛନ୍ତି। ‘ଆଇ ହେଟ ଲଭ ଷ୍ଟୋରି’, ‘ରାଁଝଣା’, ‘ଖୁବସୁରତ୍‌’, ‘ପ୍ରେମ ରତନ ଧନ ପାୟୋ’, ‘ନୀରଜା’ ଓ ‘ବୀରେ- ଦି ୱେଡିଂ’ ଆଦି ସିନେମାରେ ଅଭିନୟ କରିସାରିଲେଣି। ଏଥର ନିଜ ଜନ୍ମଦିନ ପରିବାର ସହ ପାଳିଛନ୍ତି। ଜନ୍ମଦିନରେ ସ୍ବାମୀ ଆନନ୍ଦ ଆହୁଜା ପାଇଁ ଏକ ପୋଷ୍ଟ ଲେଖିଛନ୍ତି। ସେ ଉଭୟଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଦୁନିଆର ସବୁଠୁ ଭଲ ସ୍ବାମୀ, ମୁଁ ଯାହା ପ୍ରକୃତରେ ଆବଶ୍ୟକ କରେ ତାହା ସେ ଦିଅନ୍ତି। ମୋ ଜନ୍ମଦିନରେ, ସେ ମୋର ଆଶୀର୍ବାଦ। ଆନନ୍ଦ ଆହୁଜା ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ। ତାଙ୍କ ବାପା ସୁନିଲ ଆହୁଜା ଓ ମାଆ ବୀଣା ଆହୁଜା ‘କ୍ଲିଥିଙ୍ଗ ବ୍ରାଣ୍ଡ ଭାନେ’ର ମାଲିକ। ସୋନମ ମଧ୍ୟ ଏହି ବ୍ରାଣ୍ଡର ଆଉଟଫିଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଆନନ୍ଦ ନିଜର ଫ୍ୟାମିଲି ବିଜନେସ ‘ଶାହି ଏକ୍ସପୋର୍ଟସ’ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ବି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ...

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି।...

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ...

ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି...

ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ...

୨୯ ବର୍ଷର ଅଭିନୟ କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି କାମ କରିବାକୁ ଯାଉଛନ୍ତି ଅଜୟ ଦେବଗନ୍‌: ଜାଣନ୍ତୁ…

ସିଂଘମ ଷ୍ଟାର୍‌ ଅଜୟ ଦେବଗନଙ୍କର ବଲିଉଡ୍‌ରେ ପାଦ ଦେବା ଇତିମଧ୍ୟରେ ୨୯ ବର୍ଷରୁ ଅଧିକ ହେଲାଣି। ଅଭିନୟ କ୍ୟାରିୟରରେ ସେ ଅନେକ ସୁପିରହିଟ୍‌ ଫିଲ୍ମରେ କାମ...

Coronavirus Update


Archives

Model This Week

Why Dharitri