ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଶୁକ୍ରବାର ମାଜିଷ୍ଟ୍ରେଟ କ୍ଷମତାରେ ଥିବା ଆଠମଲ୍ଲିକ ଆସିଷ୍ଟାଣ୍ଟ କଲେକ୍ଟର ନାରାୟଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳରୁ ୩ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କ ସହାୟତାରେ ପୋଲିସ ମୃତଦେହ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଖବର ପ୍ରକାଶ ପରେ ଗୁରୁବାର ଆଠମଲ୍ଲିକ ପୋଲିସ ପହଞ୍ଚି ବହୁତ ଖୋଜାଖୋଜି ପରେ ମୃତଦେହର ସନ୍ଧାନ ପାଇଥିଲା। ଏହା କିଶୋରନଗର ଅଞ୍ଚଳ ହୋଇଥିବାରୁ ଆଠମଲ୍ଲିକ ପୋଲିସ କିଶୋରନଗର ପୋଲିସକୁ ଖବର ଦେଇଥିଲା। ତେବେ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୪ ସୁଦ୍ଧା ସରିବ ସବୁ ପରୀକ୍ଷା

କଟକ ଅଫିସ,୨୭ା୫: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍‌ ୧୭ ପରେ ବିଶ୍ୱବିଦ୍ୟାଳୟ ଖୋଲିଲେ ବାକି ଥିବା ସମସ୍ତ ପରୀକ୍ଷା...

ଭଉଣୀ କାନ୍ଧରେ ଭାଇର ବୋଝ

ଚମ୍ପୁଆ, ୧୦।୧୨(ଡି.ଏନ.ଏ.)-ଗରିବ ଆଉ କେହି ରହିବେ ନାହଁି। ଅସହାୟଙ୍କଠାରୁ ଆରମ୍ଭ କରି ବିଧବା, ଭିନ୍ନକ୍ଷମ ଏପରିକ ବୃଦ୍ଧ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି।...

ଦମ୍ପତିଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧ା୧୧-ପାଣି ମୋଟର ଚାଲୁ କରିବାକୁ କହିବାରୁ ଦମ୍ପତିିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ବଡବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ...

ବୃକ୍ଷ ଶୂନ୍ୟ ହେଉଛି ଖଳିସାହି-କୋସକା ରାସ୍ତା

ଖଣ୍ଡପଡା.୨୬ା୫ (ସ୍ବ.ପ୍ର.):ଜୀବନ୍ତ ତଥା ସବୁଜ ବୃକ୍ଷକୁ ବନ ବିଭାଗର ବିନା ଅନୁମତିରେ କାଟିବା ଆଇନ ଅନୁଯାୟୀ ଦଣ୍ଡନୀୟ । ତେବେ ଗଛଗୁଡିକୁ କିପରି ମାରି ପରେ...

କରୋନା ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ...

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର...

ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଘେରାଉ କଲା ଭଞ୍ଜସେନା

ବାରିପଦା ଅଫିସ,୨୨।୮- ମୟୂରଭଞ୍ଜ ଜିଲାବାସୀଙ୍କ ବହୁ ଦିନର ଦାବି ଓ ଆନ୍ଦୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି...

କଟକରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୪ ସ୍ଥାନୀୟ ସଂକ୍ରମିତ

କଟକ ଅଫିସ,୨୮।୮-କଟକ ସହରରୁ ଶୁକ୍ରବାର ପୁଣି ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ...

Advertisement
Archives

Model This Week