Posted inଜାତୀୟ

ଚୁପ୍‌ ରହିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୬: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ପୁରା ଚୁପ୍‌ ହୋଇ ଯାଇଛନ୍ତି। ତାଙ୍କ ବିଭାଗରେ ପରିବର୍ତ୍ତନ ପାଇଁ ସେ ଅରାଜି ହୋଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ଖପ୍ପା ହୋଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ହେଲେ ସେଠାରୁ ସେ ଚଣ୍ଡିଗଡ଼ ଫେରିବା ପରେ ଏବେ ଚୁପ୍‌ ରହିଥିବା ଜଣାପଡିଛି। କିନ୍ତୁ କାହିଁକି ସିଦ୍ଧୁ ଚୁପ୍‌ ରହିଛନ୍ତି ତାହା କାହାକୁ ଜଣାନାହିଁ। ଅନୁମାନ କରାଯାଉଛି କି କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ସହ ତାଙ୍କର ଯେଉଁ ମତ ଭେଦ ହୋଇଛି ତାହା ସମାଧାନ ପରେ ବୋଧହୁଏ ସିଦ୍ଧୁ ନୂଆ ଦାୟିତ୍ୱ ଗ୍ରହଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି

ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା...

ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାର୍ଲାମେଣ୍ଟରେ ହେବ ବିତର୍କ, ସରକାରଙ୍କୁ ଟାର୍ଗେଟ କରିବେ ରାହୁଲ

ନୂଆଦିଲ୍ଲୀ,୮।୮: ବିରୋଧୀଙ୍କ ଦ୍ୱାରା ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ମଙ୍ଗଳବାର ଲୋକ ସଭାରେ ଆଲୋଚନା ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାର ବିଶେଷତ୍ୱ...

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ...

ଗିରଫ ହେଲେ ୩ ନୌସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୦: ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ମଙ୍ଗଳବାର ନୌସେନା ବିଭାଗର ୩ଜଣଙ୍କୁ ଗିରଫ କରିଛି ସିବିଆଇ। ଭାରତର ଏକ ବୁଡ଼ା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ...

ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ ଏହି କାରଣରୁ କରିଥିଲେ ରାହୁଲଙ୍କ ଟ୍ବିଟର୍‌ ଆକାଉଣ୍ଟକୁ ଡି-ଆକ୍ଟିଭ୍‌…

ନୂଆଦିଲ୍ଲୀ,୧୩।୬: ଟ୍ବିଟର୍‌ ପୂର୍ବତନ ସିଇଓ ଜ୍ୟାକ୍‌ ଡୋରସେ ଏକ ସାକ୍ଷତକାରର ବୟାନକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କେ.ସି...

ଖସୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୨।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯୬ ନୂଆ କରୋନା...

ସ୍କୁଲ ଛାତ୍ରୀଛାତ୍ରମାନଙ୍କଠାରୁ ମୋବାଇଲ ତଲାସୀ କରିବା ଦ୍ୱାରା ସ୍ବାଭିମାନକୁ ଲାଗୁଛି ଆଘାତ: ଶିଶୁ ଅଧିକାର ପ୍ୟାନେଲ…

ଥିରୁଭାନନ୍ତପୁରମ,୭।୧ : ଅଧିକାଂଶ ବିଦ୍ୟାଳୟ ପ୍ରଶାସନର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ସ୍କୁଲ କ୍ୟାମ୍ପସରେ ମୋବାଇଲ ଆଣିବା କଡା ନିଷେଧ। କିନ୍ତୁ ଛାତ୍ରୀଛାତ୍ରମାନେ ନିର୍ଦ୍ଦେଶକୁ ନ...

କୃଷକଙ୍କ ସମର୍ଥନରେ ଦଳ ଛାଡିଲେ ଭାଜପା ନେତା !

ସିରସା,୪ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ କରିଥିବା ଆନ୍ଦୋଳନ ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ପ୍ରଥମେ କୃଷକଙ୍କୁ...

Advertisement
Archives

Model This Week