ଚାଇନା କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: ୪ ମୃତ

ବେଜିଂ,୧୫।୧୦: ଦକ୍ଷିଣ ଚାଇନାର ଗୁଆଙ୍ଗଜି ଜୁଆଙ୍ଗ ଅଟୋନମସ ରିଜିଅନରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିବା ସୂଚନା ମିଳିଛି। ସକାଳ ପ୍ରାୟ ୧୧ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ଚାଇନାର ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରେ ପୂର୍ବ ଚାଇନାରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ହେବା ସହ ୬ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍‌

ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ।...

ସାମାଜିକ ଦୂରତା ଲାଗି ୟୁରୋପ ରେଷ୍ଟୁରାଣ୍ଟ୍‌ରେ କାଚ ପାଚେରୀ

ପ୍ୟାରିସ୍‌,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ୟୁରୋପର...

ପାକ୍‌ ଜେଲରେ ୨୮୨ ଭାରତୀୟ

ଇସ୍‌ଲାମାମାଦ,୨ା୧(ପି.ଟି.): ପାକିସ୍ତାନର ଜେଲ୍‌ଗୁଡ଼ିକରେ ୨୮୨ ଭାରତୀୟ ବନ୍ଦୀ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଥିବା କଏଦୀଙ୍କ ତାଲିକାରୁ ଏହା ଜଣାପଡ଼ିଛି। ଉଭୟ ଦେଶ ପରସ୍ପରକୁ...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଉତ୍ତରାଧିକାରୀ ଦୌଡ଼ରେ ଭଉଣୀ ଆଗରେ

ସିଓଲ୍‌,୨୩।୪: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ହୋଇଥିବା ଏକ ଅପରେଶନ୍‌ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି...

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ...

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍‌ ପଦବୀରେ କାର୍ଯ୍ୟ କରୁଛନ୍ତି।...

Advertisement


Archives

Model This Week

Why Dharitri