Posted inଜାତୀୟ

ଗୋଟିଏ ବର୍ଷରେ ୨୫ ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହ ୧୧୫୫ କୋଟିରୁ ଅଧିକ: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୮।୧୨: ଦେଶର ୨୫ଟି ରାଜନୈତିକ ଦଳର ମୋଟ ପାଣ୍ଠି ସଂଗ୍ରହ ଗୋଟିଏ ବର୍ଷ ମଧ୍ୟରେ ୩୨୯ କୋଟିରୁ ବୃଦ୍ଧି ପାଇ ୧୧୫୫ କୋଟି ଟଙ୍କା ହୋଇଛି। ଏନେଇ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ଆର୍ଥିକ ବର୍ଷରେ ଏଭଳି ହୋଇଥିବା କୁହାଯାଉଛି। ଏସବୁ ରାଜନୈତିକ ଦଳର ପାଣ୍ଠି ସଂଗ୍ରହରେ ୨୫୧ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଭାଜପା, କଂଗ୍ରେସ, ଏମ୍‌ସିପି, ଆର୍‌ଜେଡି, ଶିବସେନା ଆଦି ୫ ରାଷ୍ଟ୍ରୀୟ ଦଳ ଏବଂ ୩୦ଟି ଆଞ୍ଚଳିକ ଦଳଙ୍କ ଅଡିଟ୍‌ ରିପୋର୍ଟ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ଅଡିଟ୍‌ ରିପୋର୍ଟ ଦାଖଲ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନ୍ତିମ ତାରିଖ ଚଳିତ ବର୍ଷ ଅକ୍ଟୋବର ୩୧ ସୂଚିତ କରାଯାଇଥିଲା। କେବଳ ୩ ରାଷ୍ଟ୍ରୀୟ ଦଳ ଏବଂ ୨୨ଟି ଆଞ୍ଚଳିକ ଦଳ ସେମାନଙ୍କ ଅଡିଟ୍‌ ରିପୋର୍ଟ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦାଖଲ କରିଥିବା ଏଡିଆର୍‌ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫ ବର୍ଷ ପରେ ବନ୍ଦ ଘରୁ ମୁକୁଳିଲେ ମହିଳା

ଲକ୍ଷୌ,୧୦।୧୦: ଉତ୍ତର ପ୍ରଦେଶର ଫିରୋଜାବାଦ୍‌ରେ ଦୀର୍ଘ ୩୫ ବର୍ଷ ଧରି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ଅଣସରକାରୀ ସଂଗଠନ (ଏନ୍‌ଜିଓ) ଉଦ୍ଧାର କରିଛି। ଚିକିତ୍ସା...

ଭାରତକୁ ଘେରାଉ କରୁଛି ଚାଇନା, ଲାଓସ-ଥାଇଲାଣ୍ଡ-ମ୍ୟାନମାର୍‌ ବାଟେ ରାସ୍ତା…

ନୂଆଦିଲ୍ଲୀ, ୫।୪ : ବଙ୍ଗୋପସାଗରରେ ଭାରତକୁ ଘେରି ରହିବା ପାଇଁ ଚାଇନା ଷଡ଼ଯନ୍ତ୍ର ଜୋରଦାର କରିଛି। ବଡ କଥା ହେଉଛି ଏହା କରିବା ପାଇଁ ଚାଇନାକୁ...

ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…

ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ...

ମା’ଙ୍କ ପରଲୋକରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ଶୁକ୍ରବାର ସକାଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୋଦି ନିଜେ ଟୁଇଟର୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ମା’ଙ୍କ...

ଗୁଜରାଟରେ ସେମିକଣ୍ଡକ୍ଟର ଉତ୍ପାଦନ କରିବ ମାଇକ୍ରନ୍‌

ନୂଆଦିଲ୍ଲୀ, ୨୩ା୬: ଆମେରିକାର କମ୍ପ୍ୟୁଟର ଷ୍ଟୋରେଜ୍‌ ଚିପ୍‌ ନିର୍ମାତା ମାଇକ୍ରନ୍‌ ୨.୭୫ ବିଲିୟନ ଡଲାର (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗରେ ଗୁଜରାଟରେ ଏକ ସେମିକଣ୍ଡକ୍ଟର...

ପ୍ରେମିକଙ୍କୁ ଭେଟିବା ଲାଗି ଗାଁର ବିଜୁଳି କାଟୁଥିଲେ ଯୁବତୀ

ପାଟନା,୨୪ା୭ : ବିହାର ବେଟ୍ଟିହା ଅଞ୍ଚଳର ପ୍ରୀତି ନାମ୍ନୀ ଯୁବତୀ ତାଙ୍କ ପ୍ରେମିକ ରାଜକୁମାରଙ୍କୁ ଅନ୍ଧାର ମଧ୍ୟରେ ଭେଟିବା ପାଇଁ ସାରା ଗାଁର ବିଜୁଳି କାଟିଦେଉଥିଲେ।...

୩ ପ୍ରବାସୀ ଶ୍ରମିକ ମୃତ

ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ...

ସୋମବାର ମଧ୍ୟାହ୍ନରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆସନ୍ତା ସୋମବାର ମଧ୍ୟାହ୍ନଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତିି...

Advertisement
Archives

Model This Week