ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ଭାଣିଜୀକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାଁ ଡିସେମ୍ବର ୨୭ ଅର୍ଥାତ ଶୁକ୍ରବାର ଦ୍ୱିତୀୟ ଥର ମାମୁ ହୋଇଛନ୍ତି। ଭାଇଜାନ୍‌ ତାଙ୍କ ଜନ୍ମଦିନରେ ହିଁ ଏହି ସୌଭାଗ୍ୟ ପୁଣି ଥରେ ଅର୍ଜନ କରିଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କ ସହିତ ଭାଣିଜୀକୁ ଦେଖିବା ପାଇଁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଛନ୍ତି। ହସ୍ପିଟାଲରେ ପହଞ୍ଚି କହିଛନ୍ତି, ଆମ ପରିବାରକୁ ନୂଆ ସଦସ୍ୟ ଆସିଲା।

ସଲମାନ୍‌ ଟୁଇଟର୍‌ ଜରିଆରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି, ସେ ଦ୍ୱିତୀୟ ଥର ମାମୁ ହୋଇଗଲେ। ସେ ଲେଖିଛନ୍ତି, ଏହି ସୁନ୍ଦର ଦୁନିଆରେ ତୁମକୁ ସ୍ବାଗତ ଆୟତ୍‌। ମୋ ଜନ୍ମଦିନରେ ଅର୍ପିତା ଏବଂ ଆୟୁଷ ଏତେ ବଢ଼ିଆ ଉପହାର ଦେଇଥିବାରୁ ଧନ୍ୟବାଦ। ସେ କହିଛନ୍ତି, ତାଙ୍କ ବାପା ସଲିମ୍‌ ଭାଣିଜୀର ନାଁ ଆୟତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ଯଦି ଝିଅ ହୁଏ ସେ ବି ତା’ ନାଁ ଆୟତ୍‌ ରଖିବେ।

View this post on Instagram

A big thank u to all my fans …

A post shared by Salman Khan (@beingsalmankhan) on


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ...

ନିଜ କାହାଣୀର ନାୟିକା ସାଜିବେ ବିହାରର ଜ୍ୟୋତି

ବମ୍ବେ: ମହାମାରୀ କରୋନା ସମୟରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ଚର୍ଚ୍ଚାକୁ ଆସିଥିଲେ। ସେଭଳି ଜଣେ ଥିଲେ ବିହାର ଦରଭଙ୍ଗାରେ...

ପ୍ରେମ ପାଇଁ…

ପ୍ରେମରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ବେଳେବେଳେ ବାଧାବିଘ୍ନର ସାମ୍‌ନା କରିବାକୁ ପଡ଼ିଥାଏ। ଏକ ସତ ଘଟଣା ଉପରେ ଆଧାରିତ ପ୍ରେମ କାହାଣୀ, ଯେଉଁଥିରେ କେବଳ ଲଭ୍‌...

ଜନ୍ମଦିନରେ ଆଲିଆଙ୍କୁ ସ୍ପେଶାଲ ଗିଫ୍ଟ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କୁ ତାଙ୍କ ୨୯ ତମ ଜନ୍ମଦିନରେ ଏକ ସ୍ପେଶାଲ ରିଟର୍ଣ୍ଣ ଗିଫ୍ଟ ମିଳିଛି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମେକର୍ସ ଫିଲ୍ମରେ...

କୋହଲିଙ୍କ ନୂଆ ନାଁ ଦେଲେ କଙ୍ଗନା

ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ନିଜ ଫିଲ୍ମ ‘ପଙ୍ଗା’ ପ୍ରମୋଶନ ଅବସରରେ ଭାରତୀୟ...

‘ରେଡ୍‌’ ଫିଲ୍ମର ମେକିଂ ଭିଡିଓ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନଙ୍କ ‘ରେଡ୍‌’ ଫିଲ୍ମ ଦୁଇ ବର୍ଷ ତଳେ ଅର୍ଥାତ୍‌ ୧୬ ମାର୍ଚ୍ଚ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟିକୁ ପୁଣି ମନେ ପକାଇ ଅଜୟ...

ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା

ପାଟ୍‌ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍‌ନାରେ ଆୟୋଜିତ ଫିଲ୍ମ...

‘ଦି କପିଲ ଶର୍ମା ଶୋ’କୁ ପୁଣି ଫେରିଲେ ଭାରତୀ

ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ପୁଣି ଥରେ ଟିଭିର ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’କୁ ଫେରିଛନ୍ତି। ଭାରତୀ ମଧ୍ୟ ଶୋ...

Advertisement
Archives

Model This Week