Posted inଜାତୀୟ

ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି

ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ ପାଣି ଯେଉଁ ଯେଉଁ ସ୍ଥାନକୁ ପ୍ରବାହିତ ହେଉଛି କେବଳ ୭ଟି ସ୍ଥାନକୁ ବିଶୁଦ୍ଧିକରଣ କରାଯିବା ପରେ ପାନୀୟ ପାଇଁ ଉପଯୋଗୀ ହୋଇଥାଏ। ସିପିସିବି ସୂଚନା ଅନୁସାରେ, ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଶୁଦ୍ଧ ନୁହେଁ। ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ମାନଚିତ୍ରରେ ନଦୀରେ ‘କୋଲିଫୋମ୍‌’ ନାମକ ଜୀବାଣୁର ସ୍ତର ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେଣୁ ନଦୀର ଗୁଣବତ୍ତା ଯାଞ୍ଚ କରିବା ପାଇଁ ସାରା ଦେଶରେ ପ୍ରବାହିତ ହେଉଥିବା ଗଙ୍ଗା ନଦୀ ଘାଟରେ ଲାଇଭ ନୀରିକ୍ଷଣ କେନ୍ଦ୍ରର ସ୍ଥାପନା କରାଯାଇଛି। ଯେଉଁଥିରୁ ସମସ୍ତ ଡାଟାକୁ ଏକତ୍ରିତ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ପ୍ରାୟ ୮୬ଟି ସ୍ଥାନରେ ସ୍ଥାପିତ କରାଯାଇଥିବା ଲାଇଭ ନୀରିକ୍ଷଣ କେନ୍ଦ୍ରରୁ କେବଳ ୭ଟି ଅଞ୍ଚଳରେ ପାଣି ବିଶୁଦ୍ଧ କରାଯିବା ପରେ ପିଇବା ଉପଯୋଗୀ ହୋଇଥିବା ବେଳେ ୭୮ଟି ଅନୁପଯୋଗୀ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ...

ଶେଷ ହୋଇନି କରୋନା ମହାମାରୀ, ଭବିଷ୍ୟତ ପାଇଁ ପ୍ରସ୍ତୁତି ଏବେଠାରୁ ଜରୁରୀ: ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ…

ହାଇଦ୍ରାବାଦ,୫।୬ : ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ବର୍ତ୍ତମାନର ତଥା ଭବିଷ୍ୟତର ମହାମାରୀ ସହିତ ଲଢ଼ିବାକୁ ପଡିବ। ଏଥିପାଇଁ ଏହା ଆବଶ୍ୟକ ଆମେ...

ଭାଜପାରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା...

ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ-୮୪ ମହାସଚିବ ନିଯୁକ୍ତି କଲା କଂଗ୍ରେସ…

ହାଇଦ୍ରାବାଦ,୧୦।୧୨ : କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ ଏବଂ ୮୪ ମହାସଚିବ ନିଯୁକ୍ତି ପାଇଁ ନାମ ତାଲିକା ଘୋଷଣା କରାଯାଇଛି। ଏହା ସହିତ...

ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ

ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ...

ଭାରତ-ପାକ୍‌ ସୀମାରେ ୪ ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ

ଜୟପୁର,୨୩।୧୨: ରାଜସ୍ଥାନ ଜୈସଲମେର ନିକଟ ଭାରତ-ପାକିସ୍ତାନ ସୀମାରେ ୪ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ ହୋଇଛି। ସୋମବାର ଲୋଙ୍ଗଓ୍ବୋଲ ସୀମାରେ ଓଏନ୍‌ଜିସି ତୈଳ ଓ ଗ୍ୟାସ ପଦାର୍ଥ...

ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଚନ୍ନୀ: ଖେଳି ପାରନ୍ତି ଲମ୍ବା ଇନିଂସ୍‌

ଚଣ୍ଡିଗଡ଼,୨୫ ।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ । ସେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ବେଳେ...

ଆର୍‌ଜେଡି ସହ ଶିବସେନାକୁ ତୁଳନା କଲେ ସୁଶୀଲ ମୋଦି

ପାଟନା,୨୩।୧୧: ମହାରାଷ୍ଟ୍ରରେ ଭାଙ୍ଗି ଯାଇଛି ଶିବସେନାର ସ୍ବପ୍ନ। ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ଶିବସେନାକୁ ଏବେ ଲାଗିଛି ଶକ୍ତ ଧକ୍କା। ରାତି ପାହିବା ପୂର୍ବରୁ...

Advertisement
Archives

Model This Week