Posted inଫୁରସତ

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮ ଏକର ପରିମିତ ଜାଗାରେ ତିଆରି କରାଯାଇଛି। ଏହି ପାର୍କ ଶନିବାର ଖୋଲାଯାଇଛି।

ଏଠାରେ ଡାଏନୋସରର ୬.୮କୋଟି ବର୍ଷର ଇତିହାସକୁ ନେଇ ଏକ ମ୍ୟୁଜିୟମ ମଧ୍ୟ ତିଆରି କରାଯାଇଛି। ଏଥିରେ ୧୦ଟି ଆଧୁନିକ ଗ୍ୟାଲେରୀ କରାଯାଇଛି। ଯେଉଁଠି ଡାଏନୋସରର ରହିବା, ଖାଇବା ଏବଂ ତା’ର ଜୀବନ ସହିତ ଯୋଡ଼ା ସମସ୍ତ ବିଷୟରେ ଜାଣିହେବ। ଏଠାରୁ ୩୬ ବର୍ଷ ତଳେ ଡାଏନୋସରର ଜୀବାଶ୍ମ ମିଳିଥିଲା। ୧୦ ହଜାର ଡଏନୋସର ଅଣ୍ଡାର ଅବଶେଷାଂଶ ମିଳିଥିଲା ଯାହା ଆଜିପର୍ଯ୍ୟନ୍ତ କେଉଁଠି ଦେଖିବାକୁ ମିଳିନାହିଁ। ଏହା ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!

ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି...

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି...

ମହାକାଶ ନୁହେଁ, ସମୁଦ୍ର ମଧ୍ୟ ଦେଇ ଆସୁଛନ୍ତି ଏଲିଅନ

ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଅନ ଏବଂ ସେମାନଙ୍କ ଯାନ ଦେଖିବାକୁ ମିଳୁଥିବା ଅନେକ ଦାବି କରୁଛନ୍ତି। ଏହି ଦାବି ଉପରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ...

ଫଟୋଶୁଟ୍‌ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ

ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ...

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା...

‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ

ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍‌ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ...

ଓଓ୍ବେନ୍‌ଙ୍କର ୪ ଗୁଣ ଲମ୍ବା ଜିଭ, ଚିନ୍ତାରେ ମା’ବାପା

ପିଲାଙ୍କ ଦେହରେ ସାମାନ୍ୟ ଆଘାତ, ମା’ବାପାଙ୍କ ହୃଦୟ ଥରେଇଦିଏ। ଆଉ ଯଦି ପିଲା କୌଣସି ଦୁର୍ଲଭ ରୋଗରେ ଆକ୍ରାନ୍ତ ଥିବେ ତ ସେଇ ମା’ବାପାଙ୍କ ଅବସ୍ଥା...

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର...

Advertisement


Archives

Model This Week