ଖାଲଖମା ରାସ୍ତା: ମରାମତି ଦାବି

ଚନ୍ଦ୍ରଗିରି,୩।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ ରାସ୍ତା ପାର୍ଶ୍ୱରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହୁଥିବା ଅଭିଯୋଗ ହୋଇଛି। ଗଞ୍ଜାମ-ଗଜପତିକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ଉପରେ ଶହଶହ ଲୋକ ନିର୍ଭର କରୁଥିବା ବେଳେ ରାସ୍ତାର ଏଭଳି ପରିସ୍ଥିତି ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟୁଛି। ଉକ୍ତ ରାସ୍ତା ମରାମତି ସହ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ଅପେକ୍ଷାରେ ଚାଇନାଙ୍କ ପରିବାର

କୃଷ୍ଣପ୍ରସାଦ,୨୫ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁରୁପାଳ ଗ୍ରାମର ପ୍ରବୀର ଜେନାଙ୍କ ଝିଅ ଚାଇନା(୨୩)। ଜନ୍ମରୁ ଚାଇନା ଦିବ୍ୟାଙ୍ଗ। ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ...

ଗୋଟିଏ ଫୋନକୁ ୭୨ ପରିବାର: ଗଛରେ ଓହଳାଇ କରୁଛନ୍ତି ଯୋଗାଯୋଗ

ବନ୍ତଳା,୨୬ା୧୨ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏପରି ଏକ ଗଁ। ଅଛି ଯେଉଁଠି ମୋବାଇଲ ଫୋନ ସେବା ପାଇବାକୁ ଅନେକ ହଇରାଣ ହେବାକୁ...

ରାସ୍ତା ପାଲଟିଛି ମରଣଯନ୍ତା

ପୁରୁଷୋତ୍ତମପୁର,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହର ଓ କୋଦଳା ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା...

ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା...

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ...

ଗୋବିନ୍ଦପୁର ବଡ଼ପୋଖରୀରେ ଗାଧୋଇବାକୁ ବାରଣ କଲେ ତହସିଲଦାର: ପୂରା ଗ୍ରାମ ବୁଲି କଲେ ଅନୁରୋଧ

ଶେରଗଡ଼,୨।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ...

ସରକାରଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/କଟକ ଅଫିସ, ୧୬।୯:  ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ଓଏଟି) ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ବୁଧବାର ଶୁଣାଣି ହୋଇଛି। ଓଏଟିକୁ ଉଚ୍ଛେଦ କରାଯାଇ ଏଠାରେ...

ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ...

Advertisement
Archives

Model This Week