କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

ସକାଳେ ନିତ୍ୟକର୍ମ ସାରି ଡାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟରଲସ୍ତର କମାଏ। ଏହା ସହିତ ଏହି ଚା’ ପାଚନତନ୍ତ୍ରକୁ ସ୍ବାଭାବିକ କରି ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ। ମେଦବହୁଳତା କମାଇବାରେ ଏହା ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କର କାର୍ଯ୍ୟକାରିତା ବଢ଼ାଇଥାଏ। ସେହିପରି ବିଭିନ୍ନ ବୃକକ୍‌ ଓ ମହିଳାଙ୍କ ଋତୁସ୍ରାବ ସମସ୍ୟା ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

କଳିଯୁଗରେ ରାହୁଙ୍କ ରାଜ୍‌, ୪ରାଶିଙ୍କୁ ମିଳିବ ଜବରଦସ୍ତ ଲାଭ…

ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ମୋଟ ଚାରୋଟି ଯୁଗର ଉଲ୍ଲେଖ ଅଛି, ଯେଉଁଥିରୁ ଗୋଟିଏ ହେଉଛି କଳିଯୁଗ (କଳିଯୁଗ)। ସତ୍ୟ ଯୁଗ, ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ...

ଫେବୃୟାରୀରୁ ଡିସେମ୍ୱର ମଧ୍ୟରେ ବଦଳିବ ୪ରାଶିଙ୍କ ଭାଗ୍ୟ, ଅଚାନକ କୋଟିପତି ହେବେ; ତାଲିକାରେ ଅଛି କି ଆପଣଙ୍କ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଅମାବାସ୍ୟାରେ ୩ ରାଶି ଉପରେ ବଡ଼ ପ୍ରଭାବ, ଅଚାନକ ମିଳିବ ଚାକିରି!

ଧାର୍ମିକ ଦୃଷ୍ଟିକୋଣରୁ, ଜାନୁଆରୀ ୧୮, ୨୦୨୬, ବିଶେଷ କାରଣ ଏହା ମୌନୀ ଅମାବାସ୍ୟା। ଏହା ବ୍ୟତୀତ, ଏହି ଦିନଟି ଜ୍ୟୋତିଷଶାସ୍ତ୍ରର ମହତ୍ତ୍ୱ ରଖେ। ମୌନୀ ଅମାବାସ୍ୟାରେ,...

ପ୍ରତିମାସରେ ଋତୁସ୍ରାବ ବିଳମ୍ବରେ ହେଉଛି କି? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ମାସିକ ଋତୁସ୍ରାବ ଜଣେ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ। ତଥାପି, ଏହି ସମୟ ମଧ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଝିଅଙ୍କର...

ଶନିଙ୍କ ଷାଢେ ସାତୀ ସତ୍ତ୍ୱେ ଏହି ୩ ରାଶିର ରହିବ ଭଲ ସମୟ: କ୍ୟାରିୟରରେ ସଫଳତା ସହ ଚମକିବ ଭାଗ୍ୟ

୧୭ ଜାନୁଆରୀ ୨୦୨୬ ଶନିବାର ବୁଧ, ମକର ରାଶିରେ ପ୍ରବେଶ କରିବେ। ଏହି ପରିବର୍ତ୍ତନ ସକାଳ ୧୦:୨୭ରେ ଘଟିବ। ଏହି ପରିବର୍ତ୍ତନ ବୁଧାଦିତ୍ୟ ରାଜଯୋଗ, ଲକ୍ଷ୍ମୀ...

ଶୁକ୍ରବାର ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିବ ଧନ…

ମେଷ ରାଶି- ଆଜିର ଦିନ ଆପଣଙ୍କୁ ଶୀଘ୍ର ଫଳାଫଳ ବ୍ୟତୀତ ଚିନ୍ତା କରିବାକୁ ଶିଖାଇବ । ଚନ୍ଦ୍ର ଧନୁ ରାଶିରେ ଗତି କରୁଛି, ଯାହା ଆପଣଙ୍କ...

ଶୀତଦିନେ ନାକରୁ ପାଣି ବାହାରୁଥିଲେ ଆପଣାନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ଆରାମ୍

ଶୀତ ଋତୁରେ ଭାଇରାଲ୍ ସଂକ୍ରମଣର ଆଶଙ୍କା ବଢ଼ିଯାଏ । ଏହି ଋତୁରେ ଅନେକ ଲୋକ ଥଣ୍ଡା ଏବଂ ଫ୍ଲୁରେ ପୀଡିତ ହୁଅନ୍ତି । ପାଗ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri