କୋରିୟର ପେଟିରୁ ବାହାରିଲା ୬ ଫୁଟର ନାଗସାପ

ବାରିପଦା ଅଫିସ,୨୫।୮: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରର ୫ନଂ. ୱାର୍ଡର ମୃତ୍ୟୁକୁମାର ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ରବିବାର ଆସିଥିବା ଏକ ପେଟିରୁ ନାଗ ସାପ ଉଦ୍ଧାର ହୋଇଛି। ତେବେ ଏହି ୬ଫୁଟ ଲମ୍ବର ନାଗ ସାପଟିକୁ କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।
ସୂଚନାନୁଯାୟୀ, ମୃତ୍ୟୁ ପାଇପ ଲାଇନ୍‌ ବ୍ୟବସାୟ କରନ୍ତି। ତାଙ୍କ ପାଖକୁ କୋରିୟର ରୁ କିଛି ସାମଗ୍ରୀ ଏକ ପେଟି ଆସିଥିଲା। ପେଟି ଖୋଲିବା ମାତ୍ରେ ଏକ ନାଗସାପ ବାହାରିଥିଲା। ଏ ନେଇ ସେ ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡ ଆସି ସେଠାରୁ ସାପଟିକୁ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ କଏଦୀ ଫେରାର

ଯାଜପୁର ଅଫିସ,୨୫।୧୦: ଯାଜପୁର ସବ୍‌ଜେଲରୁ ଗୁରୁବାର ରାତିରେ ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ଫେରାର କଏଦୀ ହେଲେ ମୟୂରଭଞ୍ଜ ଜିଲାର ରାଜେଶ ମୁଣ୍ଡା। ପାଚେରୀ ଡେଇଁ...

ଟ୍ରି-ମ୍ୟାନ ପ୍ରଭାସଙ୍କ ଘରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ର

କଟକ ଅଫିସ,୧୪ା୧:ପ୍ରେମରେ ବନ୍ଧା ହୋଇଛି ସମଗ୍ର ବିଶ୍ୱ। ଖୁବ୍‌ କମ୍‌ ଲୋକ ଥାଆନ୍ତି, ଯେଉଁମାନେ ପ୍ରକୃତି ପ୍ରେମରେ ବାନ୍ଧି ହୋଇ ରୁହନ୍ତି। ଫୁଲନଖରା ସାଶୋଳ ଗ୍ରାମର...

ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ...

ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ...

୨ୟ ରାଉଣ୍ଡ : ଧାମନଗରରେ ଭାଜପା ଆଗରେ

ଧାମନଗର, ୨୩।୫-ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୧୫୨, ଭାଜପା ପ୍ରାର୍ଥୀ ବିଷ୍ଣୁ ସେଠୀ ୨୨୮୭, ଏବଂ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଯେନାଙ୍କୁ ୨୦୨ ଖଣ୍ଡ ଭୋଟ...

ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ : ପ୍ରତିବାଦରେ ରାସ୍ତା ଅବରୋଧ

ରସୁଲପୁର,୧୬।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ...

ନିଜ ସାହିରେ ପରିବା ଦୋକାନ ଖୋଲିବେ ଗଞ୍ଜାମ ବ୍ୟବସାୟୀ

ଗଞ୍ଜାମ, ୭।୪(ଡି.ଏନ୍‌.ଏ.): କରୋନା ଭୟ ଥମିବାର ନା ଧରୁନି l ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଯାହା ରାଜ୍ୟ...

ବିଜେପୁର ଅଞ୍ଚଳରେ କୁଆପଥର ବୃଷ୍ଟି: ବ୍ୟାପକ ଧାନ ଫସଲ ନଷ୍ଟ, ପ୍ରଶାସନିକ ତଦନ୍ତ ଆରମ୍ଭ

ବିଜେପୁର, ୨୫।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ଓ ରାତିରେ କୁଆପଥର ବୃଷ୍ଟି ହୋଇଥିଲା। ବର୍ତ୍ତମାନ ରବି ଧାନ ଅମଳ ସମୟ...

Coronavirus Update

Archives

Model This Week

Why Dharitri