କୋଭିଡ୍‌ ଫଣ୍ଡକୁ ଶବର ସମାଜ କଲ୍ୟାଣ ସମିତିର ସହାୟତା

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- ଗଜପତି ଜିଲା ଆଦିବାସୀ ଶବର ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ଏକ ଚେକ ଶବରପଲ୍ଲୀ ଶ୍ରୀରାମପୁର ସ୍ଥିତ ଶବର କଲ୍ୟାଣ ସମିତି କାର୍ଯ୍ୟାଳୟ ଶବର ସମାଜ ଓଡିଶା ସର୍ବୋଚ୍ଚ ସଭାପତି ଝାମ୍ପୁରା ରଇତ, ସମ୍ପାଦକ କୁଷ୍ଣଚନ୍ଦ୍ର ଗମାଙ୍ଗ, ସହ ସମ୍ପାଦକ କର୍ଣ୍ଣରଥି ରଇତ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ରଇତ, ଗଜପତି ଜିଲା ସଭାପତି ଦଣ୍ଡପାଣି ବଡମୁଣ୍ଡି ଓ ସମ୍ପାଦକ ଅର୍ଜୁନ ରଇତ ପ୍ରମୁଖ ସ୍ଥାନିୟ ବିଡିଓ ପ୍ରଦିପ କୁମାର ନାୟକଙ୍କୁ ତାଙ୍କ କାର୍ଯ୍ୟଳୟରେ ପ୍ରଦାନ କରିଥିଲେ। କରୋନା ବିପର୍ଯ୍ୟୟବେଳେ ସାହାଯ୍ୟ କରିବା ଶବର ସମାଜର ସକରାତ୍ମକ ମାନସିକତା ପ୍ରେରଣାର ଉତ୍ସ ବୋଲି ବିଡିଓ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସାବିତ୍ରୀ ରଥ

କଟକ ଅଫିସ,୧୧।୬- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ...

୧ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ରସୁଲପୁର,୨୧ା୬(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତର ବଡନାଳ(ପାଟନାଳି)କୁ ନେଇ ୨ ପଞ୍ଚାୟତର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଉକ୍ତ ନାଳର ଉନ୍ନତିକରଣ...

ସଙ୍ଗରୋଧ କେନ୍ଦ୍ରରେ ଭୀଷଣ ଅବ୍ୟବସ୍ଥା: ଭାଜପାର ଦାବିପତ୍ର

କଟକ ଅଫିସ,୨୭ା୫: କଟକ ଜିଲାରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସାଂଘାତିକ। ସେଠାରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ କରି ଭାଜପା ପକ୍ଷରୁ ଜିଲାପାଳ ଭବାନୀ...

ଠାକୁରଙ୍କ ଜମି ବିକି ଜେଲଗଲେ

କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ଲକ୍ଷ୍ମୀପଶି ମୌଜାରେ ଠାକୁରଙ୍କ ଜମିକୁ କିସମ ପରିବର୍ତ୍ତନ କରି ବିକ୍ରି କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ କୈଳାସ ଚନ୍ଦ୍ର...

ମହାନଦୀରୁ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ, ଏବେ ବି ଜଣେ ନିଖୋଜ

କଟକ ଅଫିସ,୧୧।୪: ମହାନଦୀରରୁ ସୋମବାର ଅନ୍ୟଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି ।...

ଲଭର୍ସ ପଏଣ୍ଟରେ ବୁଡ଼ି ଯାଇଥିଲେ ୨ ପର୍ଯ୍ୟଟକ, ଉଦ୍ଧାର କଲେ ଗ୍ରାମବାସୀ

ଦାରିଙ୍ଗବାଡି, ୧୮।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀରୀ ଦାରିଙ୍ଗବାଡିରେ ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ନଦୀରୁ...

ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ, ୩୧।୭: ଶ୍ରୀମନ୍ଦିରରେ ସୋମବାର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ...

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା...

Advertisement
Archives

Model This Week