କେବିସି ସେଟ୍‌ରେ ବିଶେଷ ଅତିଥି: ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ଏବେ ଘରେ ଘରେ ବେଶ୍‌ ପରିଚିତ। ଏଥର ଏହାର ସିଜିନ୍‌ ୧୧କୁ ପୂର୍ବଭଳି ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ନିକଟରେ ଏହି ଶୋ’କୁ ଏମିତି ଜଣେ ଅତିଥି ଆସିଥିଲେ ଯାହାର ଫଟୋ ନିଜେ ଅମିତାଭ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ତେବେ ସେହି ଅତିଥି ଜଣଙ୍କ ହେଉଛନ୍ତି ଗୋଟିଏ ବିଲେଇ। ଅମିତାଭ କେବିସି ସେଟ୍‌କୁ ଆସିଥିବା ବିଲେଇର ଫଟୋ ଶେୟାର କରିବା ପରେ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅମିତାଭ ସେହି ବିଲେଇର ଫଟୋ ସହ ଏକ କବିତା ମଧ୍ୟ ଲେଖିଛନ୍ତି। ଉକ୍ତ କବିତାରେ ସେ ଲେଖିଛନ୍ତି କେବିସି ମଞ୍ଚକୁ ବିଲେଇଟି ଖେଳିବାକୁ ଆସିଥିଲା, ହେଲେ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଆସିବା ପରେ ବିଲେଇଟି ଶୋଇ ପଡିଲା। ଅମିତାଭଙ୍କ ଏହି ପୋଷ୍ଟରେ ଅନେକ ମଜାଳିଆ କମେଣ୍ଟ ଆସୁଛି। ଏବେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ନିକଟରେ ଏକ ଛୋଟ ଝିଅର ଭିଡିଓ ଶେୟାର କରିବା ସହ ‘ବାଃ କ୍ୟା ବାତ ହୈ’ ବୋଲି ଲେଖିଥିଲେ। ଉକ୍ତ ଭିଡିଓରେ ଶିଶୁଟି ଏକ ପଞ୍ଜାବି ଗୀତରେ ଜବରଦସ୍ତ ଏକ୍ସପ୍ରେଶନ୍‌ ଦେଉଥିବା ଦେଖାଯାଇଥିଲା। ଆଉ ସେହି ଭିଡିଓକୁ ଲକ୍ଷେରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା...

ପୁଣି ଏକାଠି ନଜର ଆସିବେ ଏହି ଯୋଡି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ଖୁବ୍‌ ଶୀଘ୍ର ସେମାନେ ଫିଲ୍ମ‘ବଣ୍ଟି...

ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ...

ହସ୍ପିଟାଲରେ ସଞ୍ଜୟ ଦତ୍ତ

ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା...

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌...

୧୧ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ନିଜ ହୃଦୟ କଥା...

ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଏନ୍‌ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍‌ ଖାନ୍‌। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍‌ସିବି...

Advertisement


Archives

Model This Week