କେବଳ ଆକ୍ଟିଂ

ବରୁଣ ଧାଓ୍ବନ ଏବେ କେବଳ ଗୋଟିଏ କଥାରେ ମନୋନିବେଶ କରିଛନ୍ତି। ତାହା ହେଲା ଆକ୍ଟିଂ। କାରଣ ଆଗକୁ ତାଙ୍କୁ ବହୁତ ବାଟ ଯିବାର ଅଛି। ଏବେ ତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ହୋଇଛି। ତେଣୁ ଆରମ୍ଭରୁ ଅଭିନୟ ପ୍ରତି ଠିକ ଧ୍ୟାନ ନ ଦେଲେ ତାହାର ପ୍ରଭାବ କ୍ୟାରିୟର ଉପରେ ପଡ଼ିବ। ଏସବୁ କଥା ଏବେ କହି ବୁଲୁଛନ୍ତି ବରୁଣ। ବର୍ତ୍ତମାନ ତ ଲକ୍‌ଡାଉନ ଚାଲିଛି। ତେଣୁ ଘରେ ରହି ସେ ନିଜର ମନର କଥାକୁ ନିଜ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିଜ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେବା ସମୟରେ ସେ ଉପରୋକ୍ତ ବିଷୟ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଡେଭିଡ୍‌ ଧାଓ୍ବନଙ୍କ ନିର୍ଦ୍ଦେଶନାରେ ନିର୍ମିତ ରିମେକ୍‌ ଫିଲ୍ମ ‘କୁଲି ନଂ ଓ୍ବାନ୍‌’ ରିଲିଜ ଅପେକ୍ଷାରେ ରହିଛି। ଏଥିରେ ବରୁଣଙ୍କ ନାୟିକା ସାଜିଛନ୍ତି ସାରା ଅଲ୍ଲୀ ଖଁ।।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ହଟ୍‌ ଫଟୋ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଉର୍ବଶୀଙ୍କର କୋଟିକୋଟି ପ୍ରଶଂସକ ଅଛନ୍ତି।...

ରାଜନୀତିରେ ପାଦ ରଖିବେ କାମ୍ୟା

ବମ୍ବେ: ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ସେ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର...

ଏହି ଦିନ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମକୁ ଦେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କ ଜଲଓ୍ବା ସମସ୍ତେ ଦେଖିସାରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ...

ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା...

ଓସ୍କାର ପାଇଁ ଆମେରିକା ଗଲେ ଜୁନିୟର ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଓସ୍କାର ୨୦୨୩ରେ ସାମିଲ ହେବା ପାଇଁ ଆମେରିକା ଯାଇଛନ୍ତି। ସୋମବାର ସକାଳେ ସେ ବିମାନବନ୍ଦରରେ ନଜର ଆସିଥିଲେ। ରାମ...

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ...

ଚୁଲିରେ ରୋଷେଇ କରୁଛନ୍ତି ଦୀପିକା, ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ…

ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ...

Advertisement
Archives

Model This Week