କରୋନା ଯୋଗୁ ଗୋରୁଗାଈ ଓପାସରେ

ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍‌ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । କିନ୍ତୁ ଗୋରୁ ଗାଈ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର କଂଶାରିପଡାର ଘନଶ୍ୟାମ ଅଗ୍ରୱାଲଙ୍କ ନେତୃତ୍ୱରେ ୬ଜଣ ଯୁବକ ସହରର ବିଭିନ୍ନ ଅଞ୍ଚଳ ବୁଲି ଗାଈଗୋରୁଙ୍କୁ ଦାନା ପ୍ରଦାନ କରୁଛନ୍ତି । ଏହି ଧାରା ଲକ୍‌ ଡାଉନ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୨୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ଅଧୀନ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିବା ଗ୍ରାମବାସୀ ଅଭିଯୋଗ...

ପରୀ ହତ୍ୟାକାଣ୍ଡ ମାମଲା : ଯଦୁପୁରରୁ ଖାଲିହାତରେ ଫେରିଲା ଏସ୍‌ଆଇଟି

ନୟାଗଡ଼ ଅଫିସ,୮।୧୨: ପରୀ ହତ୍ୟାକାଣ୍ଡକୁ ନେଇ ଏସ୍‌ଆଇଟି ସୋମବାର ବିଳମ୍ବିତ ରାତିରେ ଯଦୁପୁର ଗାଁ ହରିଜନ ସାହିରେ ପହଞ୍ଚିିଥିଲେ। ଏ ନେଇ ଉତ୍ତେଜନା ଦେଖାଦେଇଛି। ସାହିଲୋକେ...

ଦୁଇ ମାସରେ ଗଲାଣି ୩ ହାତୀଙ୍କ ଜୀବନ, ରୋକିବାରେ ବନ ବିଭାଗ ବିଫଳ

ମାଧପୁର,୨ା୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡ଼ାଗାଡ଼ି ବିଟ୍‌ ଘୋଡ଼ାଗାଡ଼ି ଖେଶ୍ରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ

ପୁରୀ ଅଫିସ,୨୪ା୧୧: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳ୍ପାନ୍ୟାସ କରିଛନ୍ତି ଗଜପତି ମହାରାଜ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ପୂର୍ବାହ୍ନରେ ଗଜପତି ମହାରାଜ ଏହି ପ୍ରକଳ୍ପର...

କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର,୧।୨(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର। ଏ ନେଇ ଜିଲା ପ୍ରଶାସନର ନିଷ୍ପତ୍ତି ନେଇଛି। ତେବେ ଭକ୍ତଙ୍କ ଦର୍ଶନ ସମୟରେ କୋଭିଡ୍‌ କଟକଣା...

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

୨୦୧୪ର ଦାଦା ବଟୀ ମାମଲା: ଅଭିଯୁକ୍ତଙ୍କୁ ଦଣ୍ଡାଦେଶ

ଆସିକା,୨୦ା୮ (ଡି.ଏନ୍‌.ଏ.)- ୨୦୧୪ରେ ଘଟିଥିବା ଏକ ଦାଦାବଟୀ ମାମଲାର ବିଚାର କରି ମଙ୍ଗଳବାର ଆସିକାର ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବର୍ଣ୍ଣପ୍ରଭା ସ୍ବାଇଁ ଅଭିଯୁକ୍ତଙ୍କୁ...

କଟକରୁ ଫେରୁଥିବା ଶ୍ରମିକ ଠାକୁରମୁଣ୍ଡାରୁ ଉଦ୍ଧାର

ଠାକୁରମୁଣ୍ଡା,୧ା୫(ଡି.ଏନ୍‌.ଏ.)-କଟକ ସିଡିଏ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଜଣେ ୨୭ ବର୍ଷୀୟ ଆଦିବାସୀ ଯୁବକ ଲକ୍‌ଡାଉନରେ ଫସି ରହି ଶେଷରେ ଚାଲି ଚାଲି...

Advertisement
Archives

Model This Week