କମ୍‌ ଖର୍ଚ୍ଚରେ ଆପଣାନ୍ତୁ ଗ୍ଲାମର ଲୁକ୍‌

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥାଏ। ତେଣୁ ଅଳ୍ପ ଖର୍ଚ୍ଚରେ କେମିତି ଗ୍ଲାମର ଲୁକ୍‌ ଆସିବ ଜାଣନ୍ତୁ କିଛି ଟିପ୍ସ…

ଯୋଗ କରନ୍ତୁ:
ଯୋଗ କଲେ ଶରୀର ଫିଟ୍‌ ରହେ। ନିଃଶ୍ୱାସ ପ୍ରଶ୍ୱାସ ନେବା ସହଜ ହୁଏ। ଶରୀରରେ ରକ୍ତ ସଂଚାଳନ ଠିକ୍‌ରେ ହୋଇଥାଏ। ଫଳରେ ଚେହେରାରେ ଚମକ ଆସିଥାଏ। ତେଣୁ ପ୍ରତିଦିନ ଯୋଗ କରିବା ଜରୁରୀ।

ଲେମ୍ବୁ:
ସୁନ୍ଦର ତ୍ୱଚା ପାଇଁ ଲେମ୍ବୁ ସର୍ବୋତ୍ତମ। ଏହା କେବଳ ତ୍ୱଚାକୁ ସୁନ୍ଦର କରେ ନାହିଁ, ମୁହଁରୁ କଳାଦାଗ ମଧ୍ୟ ଲିଭାଇବାରେ ସାହାଯ୍ୟ କରେ।

ଲିପ୍‌ଷ୍ଟିକ୍‌ ଲଗାନ୍ତୁ:
ଲିପ୍‌ଷ୍ଟିକ୍‌ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଏଥିରେ ଭିନ୍ନ ଏକ ଲୁକ୍‌ ଆସିଥାଏ। ତେଣୁ ଲିପ୍‌ଷ୍ଟିକ୍‌ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।

ହାଲୁକା ଜୁଏଲାରି ପିନ୍ଧନ୍ତୁ:
ସବୁବେଳେ ହାଲୁକା ଜୁଏଲାରି ପିନ୍ଧନ୍ତୁ। କୌଣସି ପାର୍ଟିରେ ଯୋଗ ଦେବାର ଥିଲେ ନିଜକୁ ମ୍ୟାଚ୍‌ କଲା ପରି ଡ୍ରେସ୍‌, ଜୋତା ପିନ୍ଧନ୍ତୁ। ଯାହାଦ୍ୱାରା ଆପଣଙ୍କ ଆଉଟ୍‌ଫିଟ୍‌ ଆହୁରି ସୁନ୍ଦର ଦିଶିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ ନିଶ୍ଚୟ କରନ୍ତୁ… ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା...

ମଧୁମେହ ଆଶଙ୍କା ବଢ଼ାଏ ଅନିଦ୍ରା

ଜଣେ ସାଧାରଣ ବ୍ୟକ୍ତି ଅତି କମ୍‌ରେ ରାତିରେ ୭/୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ନିଦ ଠିକ୍‌ ଭାବେ ନ ହୁଏ ବା କମ୍‌ ସମୟ...

ଅବସାଦ ଦୂର କରିବାର ନୂଆ ଉପାୟ

ଆଜିକାଲି ଅନେକ କେତେକ କାରଣରୁ ଅବସାଦଗ୍ରସ୍ତ ହେଉଛନ୍ତି। କେତେକ କାରଣ ଏଥିପାଇଁ ଦାୟୀ। ହେଲେ ଅବସାଦରୁ ରକ୍ଷା ପାଇବାର ସହଜ ତଥା ସରଳ ଉପାୟ ହାତପାହାନ୍ତାରେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର...

କ୍ଷତିକାରକ କଫି

କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬...

ଉପକାରୀ ପିଆଜ

ପିଆଜର ସଣ୍ଢା ହେଉ କି ପରିପକ୍ୱ ପିଆଜ, ଉଭୟ ଶରୀର ପାଇଁ ଉପକାରୀ। ପିଆଜ ସଣ୍ଢା କୋଲେଷ୍ଟରଲ ସ୍ତର କମାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥାଏ।...

ଭାଗ୍ୟରୁ ଧନୀ ହୋଇଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଯାହା ଚାହାନ୍ତି ତାହା ପାଆନ୍ତି…

କୁହାଯାଏ, ଯାହାର ଭାଗ୍ୟ ଭଲ ସେ କମ୍‌ ପରିଶ୍ରମରେ ସଫଳତା ପ୍ରାପ୍ତ କରିଥାଏ। ଯାହାର ଖରାପ ତାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ରରେ ଏଭଳି...

ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି...

Advertisement
Archives

Model This Week