କମ୍‌ ଖର୍ଚ୍ଚରେ ଆପଣାନ୍ତୁ ଗ୍ଲାମର ଲୁକ୍‌

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥାଏ। ତେଣୁ ଅଳ୍ପ ଖର୍ଚ୍ଚରେ କେମିତି ଗ୍ଲାମର ଲୁକ୍‌ ଆସିବ ଜାଣନ୍ତୁ କିଛି ଟିପ୍ସ…

ଯୋଗ କରନ୍ତୁ:
ଯୋଗ କଲେ ଶରୀର ଫିଟ୍‌ ରହେ। ନିଃଶ୍ୱାସ ପ୍ରଶ୍ୱାସ ନେବା ସହଜ ହୁଏ। ଶରୀରରେ ରକ୍ତ ସଂଚାଳନ ଠିକ୍‌ରେ ହୋଇଥାଏ। ଫଳରେ ଚେହେରାରେ ଚମକ ଆସିଥାଏ। ତେଣୁ ପ୍ରତିଦିନ ଯୋଗ କରିବା ଜରୁରୀ।

ଲେମ୍ବୁ:
ସୁନ୍ଦର ତ୍ୱଚା ପାଇଁ ଲେମ୍ବୁ ସର୍ବୋତ୍ତମ। ଏହା କେବଳ ତ୍ୱଚାକୁ ସୁନ୍ଦର କରେ ନାହିଁ, ମୁହଁରୁ କଳାଦାଗ ମଧ୍ୟ ଲିଭାଇବାରେ ସାହାଯ୍ୟ କରେ।

ଲିପ୍‌ଷ୍ଟିକ୍‌ ଲଗାନ୍ତୁ:
ଲିପ୍‌ଷ୍ଟିକ୍‌ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଏଥିରେ ଭିନ୍ନ ଏକ ଲୁକ୍‌ ଆସିଥାଏ। ତେଣୁ ଲିପ୍‌ଷ୍ଟିକ୍‌ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।

ହାଲୁକା ଜୁଏଲାରି ପିନ୍ଧନ୍ତୁ:
ସବୁବେଳେ ହାଲୁକା ଜୁଏଲାରି ପିନ୍ଧନ୍ତୁ। କୌଣସି ପାର୍ଟିରେ ଯୋଗ ଦେବାର ଥିଲେ ନିଜକୁ ମ୍ୟାଚ୍‌ କଲା ପରି ଡ୍ରେସ୍‌, ଜୋତା ପିନ୍ଧନ୍ତୁ। ଯାହାଦ୍ୱାରା ଆପଣଙ୍କ ଆଉଟ୍‌ଫିଟ୍‌ ଆହୁରି ସୁନ୍ଦର ଦିଶିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଶାଢ଼ିରେ ନୂଆ ଲୁକ୍‌

ଆପଣଙ୍କ ପାଖରେ ସିଫନ୍‌ର ଶାଢ଼ି ଅଛି ଏବଂ ଆପଣ ତାହା ବ୍ୟବହାର କରୁ ନାହାନ୍ତି ତେବେ ତାକୁ ଅନାରକଲୀ ଷ୍ଟାଇଲ୍‌ କିମ୍ବା ଅନ୍ୟ ଡିଜାଇନ୍‌ କୁର୍ତ୍ତା...

ଜୀବନରୁ ଦୁଃଖ ଦୂର କରିବାକୁ ଚାହୁଁଛନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ସେଥିରେ ଚାଣକ୍ୟ ଜୀବନରୁ...

କୁତ୍ରିମ ଚିନି ଖାଉଛନ୍ତି କି, ହୋଇପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା

କିଛି ଲୋକ ଅଛନ୍ତି, ଯେଉଁମାନେ ଚିନିଠୁ ବର୍ତ୍ତିବାକୁ ଆର୍ଟିଫିଶିଆଲ୍‌ ସୁଗାର୍‌(କୃତ୍ରିମ ଚିନି)ର ଉପଯୋଗ କରିଥାନ୍ତି। ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। କିନ୍ତୁ ନିକଟରେ...

ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଲାଭଦାୟକ ହଳଦିଆ ପରିବା

ସବୁଜ ପରିବା ଏବଂ ଫଳମୁଳ ସ୍ବାସ୍ଥ୍ୟ ପାଇଁ ହିତକର। ଏହା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିଥାଏ। ସେଥିପାଇଁ ଡାକ୍ତରମାନେ ସବୁଜ ପରିବା ଖାଇବାକୁ...

ଏହି ଗଛର ପତ୍ର ଧଳା କେଶକୁ କରେ କଳା

ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ। କମ୍‌ ବୟସରେ କେଶ ଧଳା ହୋଇ ଝଡିବା ଏକ...

ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ ବଡ଼ ସମସ୍ୟା। ତେଣୁ ଏଦିନେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ଲାଗି ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ...

ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ...

ସାବଧାନ ! ଶଯ୍ୟାରେ ବି ରହିଛନ୍ତି ରୋଗ ସୃଷ୍ଟିକାରୀ କୋଟି କୋଟି ସୂକ୍ଷ୍ମଜୀବ…

ଲଣ୍ଡନ,୧୭।୭: ଘରେ ଆମର ଶୋଇବା ଶଯ୍ୟା ମଧ୍ୟ ସୁରକ୍ଷିତ ନୁହେଁ। ଶଯ୍ୟାରେ କୋଟି କୋଟି ରୋଗସୃଷ୍ଟିକାରୀ ସୂକ୍ଷ୍ମଜୀବ ବାସ କରିଥାନ୍ତି। ତେଣୁ ଏନେଇ ସାବଧାନ ରହିବାର...

Advertisement
Archives

Model This Week