କପିଲଙ୍କ ଶୋ’ରେ ନଜରକୁ ଆସିବେ ସିଦ୍ଧୁ !

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’କୁ ପୁଣି ଫେରିବେ ନବଜୋତ ସିଂ ସିଦ୍ଧୁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିବା ପରେ ଏଭଳି କିଛି ଚର୍ଚ୍ଚା ହେଉଛି।


‘କମେଡି ନାଇଟ୍‌ସ ଉଇଥ୍‌ କପିଲର ଆଗାମୀ ଏପିସୋଡ୍‌ରେ ଶିଳ୍ପା ନଜରକୁ ଆସିବେ। ଏହାର ଶୁଟିଂ ବେଳର କିଛି ଫଟୋ ଓ ଭିଡିଓ ଶିଳ୍ପା ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି, ଯେଉଁଥିରେ କପିଲଙ୍କୁ ଜଣେ ପଞ୍ଜାବୀ ବେଶରେ ଦେଖାଯାଉଛି। ସେ ବିଲକୁଲ ସିଦ୍ଧୁଙ୍କ ନକଲ ଭଳି ଲାଗୁଛନ୍ତି। ଲୋକମାନେ ଫଟୋକୁ ଦେଖିବା ପରେ ଅର୍ଚ୍ଚନା ପୁରନ ସିଂହଙ୍କ ସ୍ଥାନ ସିଦ୍ଧୁ ନେବେ ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳୁଛି।
ଅପରପକ୍ଷେ ଶିଳ୍ପା ୧୪ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି। ଫିଲ୍ମ ‘ହଙ୍ଗାମା-୨’ର ପ୍ରମୋଶନ ପାଇଁ ସେ କପିଲଙ୍କ ଶୋ’କୁ ଯାଇଥିଲେ। ସେହି ସମୟର ଫଟୋ ମଧ୍ୟ ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ...

ମିଛ କହିଲେ ଅମିତାଭ ବଚ୍ଚନ!

ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଜାନୁୟାରୀ ୬ରେ ବିଗ ବି ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ...

କୋଦାଳ ଧରି ମାଟି ହାଣୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରବିନା ତାଙ୍କ...

ଟ୍ବିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ : ଫିଲ୍ମରେ ଅଭିନୟକୁ ବାଏ ବାଏ କହିଦେବା ପରେ ନିର୍ମାତା ତଥା ଲେଖିକା ଟ୍ବିଙ୍କିଲ ଖାନ୍ନା ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି।...

କ୍ୟାରିୟର ଆରମ୍ଭରୁ ଫ୍ଲପ ହୋଇଥିଲେ ନୁସରତ

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର କରିବାରେ ଅନେକଙ୍କର ଥାଏ ଏକ ଭିନ୍ନ ଇଚ୍ଛା। ନୁସରତ ଭରୁଚା ଦିନେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଖୁବ୍‌...

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ...

ପରପାରିରେ ଲୋକପ୍ରିୟ ଅଭିନେତା ଖାଲିଦ

ମାଲାୟାଲମ ସିନେମାଜଗତର ଲୋକପ୍ରିୟ ଅଭିନେତା ବିପି ଖାଲିଦଙ୍କର ପରଲୋକ ଘଟିଛି। ସେ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହୃଦ୍‌ଘାତରେ ତାଙ୍କର...

Advertisement
Archives

Model This Week