Posted inଜାତୀୟ

କଡ଼କଡ଼ଡ଼ୋମା କୋର୍ଟରେ ପୋଲିସଙ୍କୁ ପିଟିଲେ ଆଇନଜୀବୀ

ନୂଆଦିଲ୍ଲୀ,୪।୧୧: ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ ଜଣେ ପୋଲିସଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଖବର ପାଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜଣଙ୍କୁ ଦଳିଦେଲା ହାତୀ

ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮),...

କର୍ନାଟକରେ କଂଗ୍ରେସର ଲହର, ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ: ଗେହଲୋଟ…

ବେଙ୍ଗାଲୁରୁ,୨।୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କନର୍ର୍ାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଟୁଇଟ କରି କହିଛନ୍ତି,...

୮ ଜଣଙ୍କୁ ଜାଳିଦେଲେ

କୋଲକାତା,୨୩ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲାସ୍ଥିତ ରାମପୁରହାଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨...

କଂଗ୍ରେସରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼,୨ ।୧୧: ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭...

ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ

ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର...

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ଶାନ୍ତିଦୂତ ହେବାକୁ ଚାହାଁନ୍ତି ମୋଗଲ ବଂଶଜ ୟାକୁବ୍‌; ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

ହାଇଦ୍ରାବାଦ୍‌,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍‌ ହବିବୁଦ୍ଦିନ୍‌ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ...

ସଂରକ୍ଷଣକୁ ନେଇ ବିତର୍କ ଆବଶ୍ୟକ ନାହିଁ: ପାଶ୍ୱାନ

ନୂଆଦିଲ୍ଲୀ,୨୧ା୮(ପି.ଟି.): ସ୍ଥାନ ସଂରକ୍ଷଣ ସମାଜର ଦୁର୍ବଳ ଶ୍ରେଣୀ ଜନତାଙ୍କ ସାମ୍ବିଧାନିକ ଅଧିକାର। ଏହାକୁ ନେଇ ବିତର୍କର କୌଣସି ଆବଶ୍ୟକତା ନାହିଁ ବୋଲି ଭାଜପା ସହଯୋଗୀ ଲୋକ...

୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା

ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି...

Advertisement
Archives

Model This Week