କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ

କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍‌ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ ପୋଲିସ ଉଠାଇ ଆଣିଥିଲା। ହେଲେ ଏଯାଏ ତାଙ୍କୁ ଗିରଫ କରିବା ପାଇଁ ଠୋସ ପ୍ରମାଣ ଯୋଗାଡ଼ କରି ପାରିନାହିଁ ପୋଲିସ। ଡିସିପି ଅଖିଳେଶ୍ୱର ସିଂଙ୍କ ନେତୃତ୍ୱରେ ୪ଜଣ ବରିଷ୍ଠ ପୋଲିସ ଅଧିକାରୀ ନାରାୟଣଙ୍କୁ ଘନଘନ ଜେରା କରୁଛନ୍ତି। ମାତ୍ର ସନ୍ଦିଗ୍ଧ ନାରାୟଣଙ୍କୁ ଗିରଫ କରିବା ଭଳି କୌଣସି ପ୍ରମାଣ ପୋଲିସ ହାତରେ ପଡ଼ିନାହିଁ ବୋଲି ଡିସିପି ସିଂ କହିଛନ୍ତି। ସୂଚନାଯୋଗ୍ୟ, ସିସିଟିଭି ଫୁଟେଜ ଆଧାରରେ ନାରାୟଣଙ୍କୁ ପୋଲିସ ଉଠାଇ ଆଣିଥିଲା।
ସେ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରି ନ ଥିଲେ ମଧ୍ୟ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା। ତେବେ ସେ ହତ୍ୟାରେ ବ୍ୟବହାର କରିଥିବା ଛୁରି କିମ୍ବା ରକ୍ତଭିଜା କପଡ଼ା ପୋଲିସକୁ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନରୁ ବଞ୍ଚିତ ହେଲେ ଭୋଟର

କୁଆଁରମୁଣ୍ଡା,୧୬।୨(ଡି.ଏନ.ଏ.)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇତ୍ଲା। ଏହି ପର୍ଯ୍ୟାୟରେ ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌...

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି...

ଚଳିତବର୍ଷ ୪ କୋଟିରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ଜବତ

କଟକ ଅଫିସ,୭।୧୦:ଚଳିତବର୍ଷ କଟକ ସହରାଞ୍ଚଳ ପୋଲିସ ମୋଟ୍‌ ୪ କିଲୋ ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ୬୪ ଲକ୍ଷ...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୩୦୫କୁ ବୃଦ୍ଧି ପାଇଛି। ୪ ମୃତକଙ୍କ...

ଆଜି ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୧୯।୪: ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ।...

ସଂଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ

ଚୌଦ୍ୱାର,୧।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧିଛକ ଟାଉନହଲ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ମୁଣ୍ଡାମାଳ ଗ୍ରାମର ହୋଇଥିବା...

ଗଞ୍ଜାମ ପୋଲିସର ବାତ୍ୟା ସଚେତନତା, ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରଶଂସା

ଗଞ୍ଜାମ,୪।୧୨(ଡି.ଏନ୍‌.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି...

ନନ୍ଦଳାରେ ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ, ୨ ବଳଦ ଅର୍ଦ୍ଧଦଗ୍ଧ

କୃଷ୍ଣପ୍ରସାଦ, ୨୯।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତ ନନ୍ଦଳାଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ିଯାଇଛି।...

Advertisement
Archives

Model This Week